ALOK Diaries

ALOK Diaries

Share

Welcome to my world! I’m Alok Kumar Sahu – a passionate traveler, food blogger, and explorer. Let’s explore life together, one journey at a time!

06/05/2026

West Bengal Election Results, be like Tarak Mehta ka ulta chashma

29/04/2026

Brain teaser 🧠
What comes next?
5, 10, 20, 40, ? 👍

28/04/2026

ASIKA Railway Station
ଆସିକା ଷ୍ଟେସନ
Berhampur - Sambalpur New Railway Project :-

Details :--
✅ ଏହି ରେଳ ଲାଇନ ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁର ସହ ପଶ୍ଚିମ ଓଡ଼ିଶାର ସମ୍ବଲପୁରକୁ ଯୋଡ଼ିବାର ଏକ ମାଧ୍ୟମ। ଏହା ଆସିକା ଦେଇ ଗଲେ ଫୁଲବାଣୀ ଓ ବୌଦ୍ଧ ଭଳି ଜିଲ୍ଲାଗୁଡ଼ିକୁ ମଧ୍ୟ ରେଳପଥରେ ସଂଯୁକ୍ତ କରିବାର ଯୋଜନା ରହିଛି।

ଲାଭ 🔥
ଏହି ରେଳ ଲାଇନ ହେଲେ ଆସିକା ଏଵଂ ଆଖପାଖ ଗ୍ରାମର ବାସୀଙ୍କୁ ଆଉ ଟ୍ରେନ୍ ପାଇଁ ବ୍ରହ୍ମପୁର ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ; ସେମାନେ ନିଜ ସହରରୁ ସିଧାସଳଖ ସମ୍ବଲପୁର ଓ ବ୍ରହ୍ମପୁରକୁ ଯାତାୟାତ କରିପାରିବେ। ଏହାଦ୍ୱାରା ବ୍ୟବସାୟ ଓ ବାଣିଜ୍ୟରେ ବଡ଼ ଉନ୍ନତି ଆସିବା ସହ ସ୍ଥାନୀୟ ଯୁବକମାନଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ଅଞ୍ଚଳର ପର୍ଯ୍ୟଟନ ଶିଳ୍ପ ମଧ୍ୟ ସମୃଦ୍ଧ ହେବ। ସଂକ୍ଷେପରେ କହିଲେ, ଏହା ଆସିକା ର ଆର୍ଥିକ ବିକାଶର ଗତିକୁ ଦ୍ୱିଗୁଣିତ କରିଦେବ।

Want your business to be the top-listed Media Company in Berhampur?
Click here to claim your Sponsored Listing.

Category

Address

Berhampur