Yuva Chehera

Yuva Chehera

Share

We promote youths and their talents across different fields and platforms

12/05/2024

ଯଦି ଆପଣଙ୍କ ପାଖରେ ଭୋଟର ଫଟୋ ପରିଚୟ ପତ୍ର ( ) ନାହିଁ, ଆପଣ ନିମ୍ନୋକ୍ତ ଯେକୌଣସି ଦସ୍ତାବିଜ ଆଧାରରେ ନିଜର ପରିଚୟ ସାବ୍ୟସ୍ତ କରିପାରିବେ ଓ ଭୋଟ ଦେଇପାରିବେ |

12/05/2024

ଭୋଟିଂର ଦିନ, ବାହାନା କରିବାର ଦିନ ନୁହେଁ କି ଛୁଟିଦିନ ନୁହେଁ | ଯୋଗ୍ୟ ପ୍ରାର୍ଥୀକୁ ଭୋଟ ଦିଅନ୍ତୁ | ନଥିଲେ, ଶେଷ ବଟନ ରେ ଦିଅନ୍ତୁ | କିନ୍ତୁ #ଭୋଟ ଦିଅନ୍ତୁ | ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହୁଅନ୍ତୁ |

Want your business to be the top-listed Media Company in Bhubaneswar?
Click here to claim your Sponsored Listing.

Telephone

Address

Old Town
Bhubaneswar