Rajesh Kumar Panda
Social Worker, Writer, Traveler
27/11/2025
Air Pollution, ବାୟୁ ପ୍ରଦୂଷଣ ଆମ ମଣିଷ ସମାଜ ପାଇ ଏକ ବଡ଼ ବିପଦ। କାହାକୁ ଆମେ ଦୋଷ ଦେବା, ସମସ୍ତେ ଆଜି ଜାଣି କି ଅଜଣା । ଆମ ଦେଶ ର କ୍ୟାପିଟାଲ ସିଟି delhi କୁ ଦେଖନ୍ତୁ କଣ ଏବେ ଅବସ୍ଥା, AQI ୪୦୦ ପାର୍ 🥲। ଲୋକେ ଟିକେ ଭଲ ଭାବେ ନିଃଶ୍ୱାସ ନେବା ପାଈ ସଂଘର୍ଷ କରୁଛନ୍ତି। ଏୟାର purifier ସହିତ mask ra ବ୍ୟବହାର କରୁଛନ୍ତି।
ଜଳ ପ୍ରଦୂଷଣ ହୋଇ କି ଖାଦ୍ୟ ସେଥିରୁ ଆମେ କିଛି ଦିନ ବଞ୍ଚି ଯାଇ ପାରିବା ହେଲେ ଏୟାର pollution ru ବଞ୍ଚିବା ସତରେ ମୁସ୍କିଲ ।
ଆମ ମାନକର ସମାଜ ପ୍ରତି କିଛି କର୍ତ୍ତବ୍ୟ ଅଛି ନା ନାହିଁ, ତେଣୁ ଆସନ୍ତୁ ସମସ୍ତେ ମିଶିକି ସରକାର କ ଦୃଷ୍ଟି ଆକର୍ଷଣ କରିବା ।
ସବୁ ସମସ୍ୟା ର ସମାଧାନ ଅଛି କେବଳ ଇଚ୍ଛା ରହିବା ଦରକାର ଆଉ ନିଜ ଆଡୁ ଟିକେ ଚେଷ୍ଟା ବି କରିବା ଦରକାର ।
ତେଣୁ ସମସ୍ତେ ଆସନ୍ତୁ ଏୟାର Pollution ବିଷୟରେ ସଚେତନ ହେବା ଆଉ ନିଜ ଆଡୁ କଣ ପଦକ୍ଷେପ ନେଇହବ ତାକୁ ବି ନିଶ୍ଚୟ କରିବା । ଆଉ କଣ ପାଈ ଏୟାର ପ୍ରଦୂଷଣ ହୋଇଛି ସେ ବିଷୟରେ ବି ଅବଗତ ହେବା ।
ମୋର ଆଶା ଆଉ ବିଶ୍ୱାସ ଯେ ଆପଣ ମାନେ ନିହାତି ଚେଷ୍ଟା କରିବେ ।
ମନେ ରଖନ୍ତୁ ଆମ ରାଜଧାନୀ ଭୁବନେଶ୍ୱର ର ବି ଏୟାର ଦିନକୁ ଦିନ poor ହେଇ ହେଇ ଗଲାଣି, ସେହି ପରି ଅଲଗା ସିଟି ବି । ତେଣୁ ବେଳରୁ ସାବଧାନ ହେବା ଆଉ ସୁସ୍ଥ ଜୀବନ ବଞ୍ଚିବା।
ଜୟ ଜଗନ୍ନାଥ 👏👏
11/11/2025
ଏ ଖାଇବାର ନାମ କଣ?
05/11/2025
ଆଜିକାଲି ମଣିଷ ମାନେ ମେଣ୍ଢାପଲ ହୋଇଗଲେଣି । ଯେତେ ଯାହା କହିଲେ କିଛି ଲାଭ ହିଁ ନାହିଁ। ହଜାର ହଜାର ଡଙ୍ଗା ଆମେ ନଦୀ ଆଉ ପୋଖରୀ ରେ ଭସେଇଲେ। କାର୍ତ୍ତିକ ପୂର୍ଣ୍ଣିମା କୁ ପାଳନ କଲେ। ହଜାର ହଜାର ବାଣ ଫୁଟେଇଲେ, ଏବେ ବି ପିଲା ମାନେ ବାଣ ଫୁଟାଉ ଛନ୍ତି। ଦୁଇଟି ବଡ଼ ସମସ୍ୟା ଏବେ ଆମ ଆଖ ପାଖରେ ଘୁରି ବୁଲୁଛି। ଗୋଟେ ଏୟାର pollution and ଆଉ ଗୋଟେ Water Pollution। Social Media ରେ ଫଟୋ ପୋଷ୍ଟ କରିବା ପାଇ ହେଉ କି ନିଜର ପିଲା ଦିନର ଇଚ୍ଛା ହେଉ କି ଲୋକ ଦେଖା ନିଆ ହୋଇ କି ଯାହା ବି ହେଉ ଆମକୁ ସଚେତନ ହେବାକୁ ହେବ। ଯେଉ ନଦୀ ରେ ଆମେ ହଜାର ହଜାର ଡଙ୍ଗା ଭସେଇକି ଆସିଲେ ପାଣିକୁ ଦୂଷିତ କଲେ ସେଇ ପାଣି କୁ filter କରିକି ସରକାର ଘରେ ଘରେ ପଠାଉଛନ୍ତି। ଶୁଦ୍ଧ ପାଣି ଓର ପିଇବା ପାଣି ର ମାତ୍ରା ଧୀରେ ଧୀରେ କମି ଗଲାଣି। ଆପଣ ମାନେ କିଛି ଜାଣି ପାରୁଛନ୍ତି ନା ନାଇଁ । ଘରେ water filter ଲଗେଇ ଦେଲେ କଣ ସବୁ ଠିକ୍ ହେଇ ଯିବ କି? ଯଦି ପିଇବା ପାଣି ହି ନ ଥିବ, ଥରେ ଭାଁବନ୍ତୁ। ସେହି ପରି ଏୟାର pollution bi ମୁଣ୍ଡ ବିନ୍ଧା ର କାରଣ ହେଲାଣି। କିଛି ଦିନ ତଳେ delhi re AQI 4୦୦ ହେଇଗଲା। ଲୋକ ମାନେ ଅସ୍ଥ ବ୍ୟସ୍ତ ହେଇଗଲେ। ସମସ୍ତେ ମାସ୍କ ପିନ୍ଧିଲେ। ଏବେ ଆମ ସହର ରେ ବି ଏୟାର pollution ବଢ଼ିଲାନି। କଣ ଆମେ ଆଗରୁ ସଜାଗ ହବା ନା ନାଇଁ। ନା ଯାହା ହୋଇଛି ହୋଇ ଆମର enjoyment ଦରକାର ଏମିତି ଭାବିଲେ ହେବ କି। ଆପଣକଂ ପିଲା ଚୁଆ ମାନେ କୋଉ ପାଣି ପିଇବେ ଆଉ କେମିତି ନିଃଶ୍ୱାସ ନେଇକି ବଞ୍ଚିବେ ଭାବିକି ଦେଖନ୍ତୁ।
ନିଜ ଦୀମାଗ ଲଗାନ୍ତୁ। ସବୁ ପର୍ବପର୍ବାଣୀ କୁ ପାଳନ କରନ୍ତୁ କିନ୍ତୁ ଦେଖନ୍ତୁ ଯେପରି ଆମ natural resources ନଷ୍ଟ ନ ହୁଏ। ନହେଲେ ଆଗାମୀ ଭବିଷ୍ୟତ ରେ ଆମେ ହିଁ କାନ୍ଦିବା ଆଉ ଆମ ଲୁହ ପୋଛି ବା ପାଇ କେହି ନ ଥିବେ ।
ଜୟ ଜଗନ୍ନାଥ 👏
Pic from KNews Odisha
ବେଳେ ବେଳେ କିଛି ନୂଆ କରନ୍ତୁ ଦେଖିବେ ମନ ଭଲ ରହିବ। ନାଚ ଆସୁନି କଣ ହେଲା ଚେଷ୍ଟା ତ କରନ୍ତୁ, ଗୀତ ଗାଈ ପାରନ୍ତିନି ତ କଣ ହେଲା ଗୀତ ଗାଇବାକୁ ଚେଷ୍ଟା ତ କରନ୍ତୁ। ଯେମିତି ମୋତେ piano ବଜେଇ ଆସେନି ତଥାପି ମୁ ଚେଷ୍ଟା କରୁଛି।
ତେଣୁ ଚେଷ୍ଟା କରନ୍ତୁ ଆଉ ଖୁସି ରୁହନ୍ତୁ। 🤗🤗😀🤣🤣
Click here to claim your Sponsored Listing.