ORPHA CTC

ORPHA CTC

Share

Odisha Registered Pharmacist Association

21/11/2023

Congratulations

03/09/2023

Odisha Sub-ordinate Staff Selection Commission (OSSSC) ଏତେ ଦାୟିତ୍ବହୀନ କଣ ପାଇଁ, OSSSC ର ଅଫିସିଆଲ ଓ୍ବେବ୍ ସାଇଟ୍ ରେ ସାରା ଓଡ଼ିଶା ର ବିଭିନ୍ନ ବିଭାଗର ଚାକିରି ଆଶାୟୀ ପ୍ରାର୍ଥୀ ରିକ୍ୟୁଟମେଣ୍ଟ କ୍ୟାଲେଣ୍ଡର ଉପରେ ନଜର ରଖିଥିବାବେଳେ OSSSC ର ସେଥିରେ କୌଣସି ପୋଷ୍ଟ ରିଲିଜ ପାଇଁ ନୋଟିସ ଜାରି ନ କରିବା କିମ୍ବା ସେଥରେ କୌଣସି ପରିବର୍ତ୍ତନ ନ କରିବା ଲକ୍ଷ ଲକ୍ଷ ଚାକିରି ଆଶାୟୀ ପ୍ରାର୍ଥୀ ମାନଙ୍କ ମନକୁ କୁଠାରାଘାତ କରିଛି।

ସବୁଠୁ ବଡ କଥା ଆଜି ସେପ୍ଟେମ୍ବର ମାସ ର ୨ ତାରିଖ ହୋଇ ଥିଲେ ମଧ୍ଯ OSSSC ଅଫିସିଆଲ ଓ୍ବେବ୍ ସାଇଟ୍ ରେ ଅଗଷ୍ଟ ମାସରେ ପ୍ରକାଶ ପାଇବାକୁ ଥିବା ପୋଷ୍ଟ ଉପରେ କୌଣସି ଅପଡେଟ କରାଯାଇନାହିଁ , ଏହା OSSSC ର ଅପାରଗତା ନୁହେଁ ତ ଆଉ କଣ?
କଣ ପାଇଁ OSSSC ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଛି..?

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାର୍ ଓ ମାନ୍ୟବର 5T ସଚିବ ଭି.କେ ପାଣ୍ଡିଆନ ସାର ଙ୍କୁ ଅନୁରୋଧ ତୁରନ୍ତ ଏହି ଘଟଣା ଉପରେ ଉଚିତ୍ ପଦଷେପ ଗ୍ରହଣ କର ନ୍ତୁ ।

*ଓଡ଼ିଶା ପଞ୍ଜିକୃତ ଫାର୍ମାସିଷ୍ଟ ମହାସଂଘ*

CMO Odisha
Health & Family Welfare Department, Government of OdishaHealth & Family Welfare Department, Government of Odisha
Odisha registered Pharmacist AssociationOdisha registered Pharmacist Association - ORPhAORPhA
V K Pandian Fan Club
5T MO SARKAR (ODISHA)5T MO SARKAR (ODISHA)5T MO SARKAR (ODISHA)
V K.. Pandian 5T.V K.. Pandian 5T.V K.. Pandian 5T.V K.. Pandian 5T.
V.K.Pandian (IAS) PS Of
CMO / 5T Secretary Govt. Of
OdishaV.K.Pandian (IAS) PS Of
CMO / 5T Secretary Govt. Of
OdishaV.K.Pandian (IAS) PS Of
CMO / 5T Secretary Govt. Of
OdishaV.K.Pandian (IAS) PS Of
CMO / 5T Secretary Govt. Of
Odisha
Odisha Sub-ordinate Staff Selection Commission
OTV BHUBANESWAR

Want your business to be the top-listed Health & Beauty Business in Cuttack?
Click here to claim your Sponsored Listing.

Telephone

Website

Address

CUTTACK
Cuttack