I Support Sanjay Kumar Das Burma

I Support Sanjay Kumar Das Burma

Share

Contact information, map and directions, contact form, opening hours, services, ratings, photos, videos and announcements from I Support Sanjay Kumar Das Burma, Public Figure, Puri.

03/03/2026

ଆସନ୍ତା ମାର୍ଚ୍ଚ ୫ ତାରିଖ ଅପରାହ୍ନ ୩ଟା.୧୫ ମିନିଟ୍ ସମୟରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ପୁରୀ ସଦର ବ୍ଲକ ପ୍ରତାପ ରାମଚନ୍ଦ୍ରପୁର ପଞ୍ଚାୟତ ମାଳସାହି ମେଳଣ ପଡ଼ିଆ ଠାରେ ବ୍ରହ୍ମଗିରି ବିଜୁ ଜନତା ଦଳ ପକ୍ଷରୁ ମହାନ ଜନନାୟକ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳନ କରାଯିବ।

ଏହି କାର୍ଯ୍ୟକ୍ରମରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ସମସ୍ତ ନିର୍ବାଚିତ ପ୍ରତିନିଧି, ନେତୃତ୍ବ, କର୍ମୀ, ମହିଳା ଏବଂ ଯୁବ ଓ ଛାତ୍ର ପ୍ରମୁଖ ଉପସ୍ଥିତ ରହି ପ୍ରବାଦ ପୁରୁଷ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ନିବେଦନ।

Naveen Patnaik Biju Janata Dal Odisha

Want your public figure to be the top-listed Public Figure in Puri?
Click here to claim your Sponsored Listing.

Category

Telephone

Address

Puri