a.r_creation_alok

a.r_creation_alok

Share

Contact information, map and directions, contact form, opening hours, services, ratings, photos, videos and announcements from a.r_creation_alok, Education, puri, Puri.

26/08/2022

ନିଜକୁ ଖୁସି ତ ଅନ୍ୟ ଓଠରେ ଖୁସି ଦେଇ ମିଳିଥାଏ। କିନ୍ତୁ ଆଜି ର ମଣିଷ ଅନ୍ୟକୁ କଷ୍ଟ ଦେଇ ନିଜ ପାଇଁ ଖୁସି ଖୋଜିବୁଲୁଛି। ଆଉ ନ ପାଇ ପାରି ଖୁବ୍ ସହଜରେ ଭାଗ୍ୟ ଉପରେ ଦୋଷ ଲଦି ଦେଉଛି। ଯୋଉ ଦିନ ଏ ମଣିଷ ସତରେ ଖୁସିର ସଂନ୍ଗ୍ୟା ପାଇଯିବ ନା.... ସବୁ ଓଠରେ ଉନ୍ମାଦନା ଭରିଯିବ...ସେଦିନ ଏ ଧରା ପୁଣିଥରେ ହସି ଉଠିବ। 🥀👏

Want your school to be the top-listed School/college in Puri?
Click here to claim your Sponsored Listing.

Category

Website

Address

Puri
Puri
752001