Kailash Chandra Parida

Kailash Chandra Parida

Share

ଅଧ୍ୟକ୍ଷ ବ୍ରହ୍ମଗିରି ବିକାଶ ମଞ୍ଚ ଜିଲ୍ଲା ପରିଷଦ ୨୮ନଂ ଜୋନ୍ (ପୁରୀ)

Photos from Kailash Chandra Parida's post 19/05/2025

ପ୍ରବାଦ ପୁରଷ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଗଠିତ ଓଡ଼ିଶାର ବୈପ୍ଳବିକ ଛାତ୍ର ଆନ୍ଦୋଳନ ୧୯୮୫-୯୫ ଛାତ୍ର ନେତାଙ୍କୁ ନେଇ ବାରିପଦା ଲୁଲୁଙ୍ଗ ପ୍ରକୃତି ନିବାସ ଠାରେ ଅତୀତର ସ୍ମୃତି ଓ ଘଟଣାବଳୀ ଉପରେ ଆୟୋଜିତ ବନ୍ଧୂମିଳନ ଓ ଆଲୋଚନା ଚକ୍ରରେ ବ୍ରହ୍ମଗିରି ବିକାଶ ମଞ୍ଚ ଅଧ୍ୟକ୍ଷ କୈଳାସ ପରିଡ଼ା ଯୋଗଦେଇ ତାଙ୍କର ଅତୀତର ଅନୁଭୂତିକୁ ପରିପ୍ରକାଶ କରିଥିଲେ ।

Photos from Kailash Chandra Parida's post 22/07/2024

ବ୍ରହ୍ମଗିରି ବ୍ଲକ ବ୍ରହ୍ମଗିରି ପଂଚାୟତ ଗୋପ ମଥୁରା ଗ୍ରାମର ନବିନା ପଳାଇ ଭୁବନେଶ୍ୱର ହାଇଟେକ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଖବର ପାଇ ବ୍ରହ୍ମଗିରି ବିକାଶ ମଞ୍ଚ ଅଧ୍ୟକ୍ଷ ତଥା ଜିଲ୍ଲା ପରିଷଦ ସଭ୍ୟ କୈଳାଶ ପରିଡା ପଂହଁଚି ସ୍ବାସ୍ଥ୍ୟ ଅବସ୍ଥା ବୁଝିବା ସହ ଆସୁ ଆରୋଗ୍ୟ କାମନା କରିଥିଲେ । CMO Odisha BJP Odisha

20/07/2024

I've received 100 reactions to my posts in the past 30 days. Thanks for your support. 🙏🤗🎉

15/07/2024

I've just reached 500 followers! Thank you for continuing support. I could never have made it without each one of you. 🙏🤗🎉

Want your public figure to be the top-listed Public Figure in Puri?
Click here to claim your Sponsored Listing.

Category

Telephone

Website

Address

Chandanpur
Puri
752012