OMFED

OMFED

Share

From the green fields of our villages to the hearts of millions across the state, OMFED (Odisha State Cooperative Milk Producers’ Federation Ltd.)

03/06/2026

ଓଡ଼ିଶାର ପ୍ରତିଟି ସ୍ୱାଦ ସହିତ ଓମଫେଡ୍‌ର ଅତୁଟ ସମ୍ପର୍କ!

ଆମ ସଂସ୍କୃତି ଏବଂ ଆମ ଖାଦ୍ୟର ଏହି ଗୌରବମୟ ଯାତ୍ରାରେ ସାଥୀ ହୋଇ ରହିଥିବାରୁ ଓମଫେଡ୍‌ ଗର୍ବିତ।

[ Omfed , Milkofodisha , amaodisha , dairyproduct, taste , healthyfood , ]

Photos from OMFED's post 01/06/2026

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଏବଂ ଓମ୍‌ଫେଡ୍‌ର ମିଳିତ ଉଦ୍ୟମରେ ବିଶ୍ଵ ଦୁଗ୍ଧ ଦିବସ ପାଳିତ। ଏହି ଉପଲକ୍ଷେ ଓମ୍‌ଫେଡ୍‌ ଅରିଲୋ ପ୍ଲାଣ୍ଟରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, କଟକ ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ, ବାଙ୍କୀ ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ, ଓମ୍‌ଫେଡ୍‌ ସଭାପତି ଶ୍ରୀ କିଶୋର ଚନ୍ଦ୍ର ପ୍ରଧାନୀ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ପ୍ରେମ ଚନ୍ଦ୍ର ଚୌଧୁରୀ, ଓମ୍‌ଫେଡ୍‌ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ଏବଂ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ ପ୍ରମୁଖ ମଞ୍ଚାସୀନ ଥିଲେ।

Telephone

Opening Hours

Monday 10:00 - 17:30
Tuesday 10:00 - 17:00
Wednesday 10:00 - 17:00
Thursday 10:00 - 17:00
Friday 10:00 - 17:00
Saturday 10:00 - 17:00