Bahrain Odia Samaj

Bahrain Odia Samaj

Share

Celebrating the richness of Odia culture across the Middle East and beyond!

#ବାହାରିନରେ_ଚମକିଲା_ଓଡ଼ିଶା
ବାହାରିନର ୫୪ତମ ଜାତୀୟ ଦିବସର ବିଶାଳ ଉତ୍ସବରେ ବାହାରିନ ସରକାରଙ୍କ ଦ୍ୱାରା ଜାତୀୟ ଷ୍ଟାଡିୟମରେ ଏକ ଅନ୍ତର୍ଜାତୀୟ ପ୍ରଦର୍ଶନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ବାହାରିନ ସରକାରଙ୍କ ଦ୍ୱାରା ସ୍ୱତନ୍ତ୍ର ଭାବେ ନିମନ୍ତ୍ରିତ ହୋଇ ବାହାରିନ ଓଡ଼ିଆ ସମାଜ ଅଂଶଗ୍ରହଣ କରିଥିଲେ। ସେଠାରେ ଓଡିଶାର କଳା,ସଂସ୍କୃତି,ହସ୍ତତନ୍ତ ଏବଂ ପର୍ଯ୍ୟଟନ ପ୍ରଦର୍ଶନ ହୋଇଥିଲା।
#ArgusNews #bahrain #indianembassy #Odiasociety #odishaculture #tradition #OdiaNews #InternationalNews 20/12/2025

Happy Bahrain 🇧🇭 National Day ! 💐👏👏👏
On this occasion, we celebrated the richness of Odia culture and in King Hamad National Stadium , Bahrain . Jay Jagannatha 🙏🙏🙏🙏Bande Utkal Janani 🙏


Argus News Odia Language Literature & Culture Department, Government of Odisha India in Bahrain (Embassy of India, Bahrain) Mridula Thakur Pradhan - Unofficial Dharmendra Pradhan Ministry of External Affairs, Government of India Indian Council For Cultural Relations PMO India Narendra Modi President of India 🇮🇳🙏Dr Arun Kumar Praharaj

#ବାହାରିନରେ_ଚମକିଲା_ଓଡ଼ିଶା ବାହାରିନର ୫୪ତମ ଜାତୀୟ ଦିବସର ବିଶାଳ ଉତ୍ସବରେ ବାହାରିନ ସରକାରଙ୍କ ଦ୍ୱାରା ଜାତୀୟ ଷ୍ଟାଡିୟମରେ ଏକ ଅନ୍ତର୍ଜାତୀୟ ପ୍ରଦର୍ଶନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ବାହାରିନ ସରକାରଙ୍କ ଦ୍ୱାରା ସ୍ୱତନ୍ତ୍ର ଭାବେ ନିମନ୍ତ୍ରିତ ହୋଇ ବାହାରିନ ଓଡ଼ିଆ ସମାଜ ଅଂଶଗ୍ରହଣ କରିଥିଲେ। ସେଠାରେ ଓଡିଶାର କଳା,ସଂସ୍କୃତି,ହସ୍ତତନ୍ତ ଏବଂ ପର୍ଯ୍ୟଟନ ପ୍ରଦର୍ଶନ ହୋଇଥିଲା। #ArgusNews #bahrain #indianembassy #Odiasociety #odishaculture #tradition #OdiaNews #InternationalNews

Ganesh chaturthi observed in Bahrain | Kalinga TV 02/09/2025

Happy 🙏 Kalinga TV

Odia Language Literature & Culture Department, Government of Odisha

Ganesh chaturthi observed in Bahrain | Kalinga TV Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring...

Want your organization to be the top-listed Non Profit Organization in Sar?
Click here to claim your Sponsored Listing.

Telephone

Website

Address


Villa 2626 , Road 1757 , Area 517
Sar