Ranjit Kumar Parida
Public
12/11/2023
ଆଲୋକର ପର୍ବ ଦୀପାବଳି ସଭିଙ୍କ ଜୀବନରେ ଭରିଦେଉ ସୁଖ, ଶାନ୍ତି ଓ ସମୃଦ୍ଧି। ପବିତ୍ର କାଳୀପୂଜା ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି।
24/06/2023
ଏସବୁ କଣ କିଏ କହିବ ମୁଁ ତାକୁ ଗୋଟେ ଦେବି
15/06/2023
ପଇସା କେବଳ ପେଟକୁ ଦାନା ଦିଏ ଆଉ ଦେହ ଲୁଚାଇଥାଏ କିନ୍ତୁ ଶାନ୍ତି ଦେଇ ନଥାଏ...ପଇସା କେବଳ ଆଶା ପୂରଣ କରେ କିନ୍ତୁ ଅବଶୋଷ ମେଣ୍ଟେଇ ନଥାଏ...
15/06/2023
ଏ ଦୁନିଆଁ ରେ କିଛି ଭାଙ୍ଗୁ କି ନ ଭାଙ୍ଗୁ କିନ୍ତୁ ଅହଙ୍କାରୀ ଆଉ ଗର୍ବୀ ଲୋକଙ୍କର ସେଇ ଦୁଇଟି ନିଶ୍ଚୟ ଦିନେ ନା ଦିନେ ଭାଙ୍ଗିଥାଏ...
13/06/2023
#ଶୁଭସକାଳ
ସକାଳେ ସକାଳେ ଅଙ୍ଗୁର କିଏ ଖାଇ ବ ଆସ
Want your business to be the top-listed Beauty Salon in Balasore?
Click here to claim your Sponsored Listing.
Click here to claim your Sponsored Listing.
Category
Website
Address
Jahata
Balasore