Seva dil se
Ranjan Kumar pani
ପ୍ରାଣୀ ଙ୍କ ଆରତ ଦୁଃଖ ଅପ୍ରମିତ
ଦେ?
18/06/2023
ଆମ ବାଲେଶ୍ଵର ଏହି ଲୋକଟି ଗୁଜୁରାଟ ରାଜ୍ୟରେ ଦାଦନ ଖଟିବାକୁ ଯାଈ ବାଟ ବଣା ହୋଇଯାଇଛି ଏବଂ କୌଣସି କାରଣ ରୁ ସେ ମାନସିକ ରୋଗରେ ପୀଡ଼ିତ ହୋଇ ନ ଖାଇ ନ ପିଇ ରହିଛି, ଦୟାକରି ଏହି ଲୋକକୁ ତାଙ୍କ ଘର ଲୋକଙ୍କ ପାଖକୁ ପହଞ୍ଚାଇବାକୁ ସହଯୋଗ କରିବାକୁ ଅନୁରୋଧ । #ବାଲେଶ୍ଵର ଜିଲ୍ଲା ର ସମସ୍ତ ବନ୍ଧୁ ମାନଙ୍କୁ ଅନୁରୋଧ ଦୟା କରି ଭିଡ଼ିଓ ଟିକୁ ସେୟାର କରନ୍ତୁ ଓ ଭାଇ ଜଣଙ୍କୁ ତାଙ୍କ ପରିବାର ପାଖରେ ପହଞ୍ଚାଇବା ପାଇଁ ଛୋଟିଆ ଚେଷ୍ଟା ଟିଏ କରନ୍ତୁ....
🙏 ଜୟ ଜଗନ୍ନାଥ🙏
NH51, To, Mahuva - Bhavnagar Hwy, opposite Meena Hotel, Mahuva, Gujarat 364290
26/07/2022
@@ ଶୁଭେଚ୍ଛା ଶୁଭ ଜନ୍ମଦିନ ର ସାଇ ଶୁଭମ୍ @@
ସକାଳୁ ସକାଳୁ ସୁଶାନ୍ତ ଭାଇଙ୍କର ଫୋନ ଆସେ ରଞ୍ଜନ ଭାଇ ପୁଅର ଜନ୍ମ ଦିନ ଅଛି ଟିକେ ନିଆରା ଢଙ୍ଗରେ ପାଳନ କରିବା ।
ଭାଇ ପୁଅ ଝିଅଙ୍କ ଜନ୍ମ ଦିନ ହିନ୍ଦୁ ରୀତି ଅନୁସାରେ ପ୍ରଥମେ ଦେବ ଦର୍ଶନ ଏବଂ ଗୋ ମାତାଙ୍କ ସେବା ପରେ କିଛି ଅସହାୟ ରୋଗୀଙ୍କ ସେବା କରି ପାଳନ କରିଥାନ୍ତି। କାଟି ଖାଇବାରେ ନୁହଁ ବାଣ୍ଟି ଖାଇବାରେ ବିଶ୍ବାସ କରନ୍ତି ସୁଶାନ୍ତ ଭାଇ।
ସେହି ପରିପ୍ରେକ୍ଷୀରେ କେଉଁଝର ଜିଲ୍ଲାର ଅସହାୟ ଭାଇକୁ ତାଙ୍କର ଟ୍ରିଟମେଣ୍ଟ ପାଇଁ ସହଯୋଗ କରିବା ସହିତ
ଆମ ବାଲେଶ୍ଵର ର ତୁଡିଗଡିଆ ର କୁନି ପୁଅ "ଚନ୍ଦନ"ଯାହାର ଖାଦ୍ୟ ନଳୀ ରେ କିଛି ଅସୁବିଧା ଯୋଗୁଁ ଅଭାବୀ ବାପା ମା ମାଗି ଯାଚି ଦୁଇ ଦୁଇ ଥର କଟକ ରେ ଅପରେସନ୍ ପରେ ଏବେ ଆଉ ଗୋଟିଏ ଅପରେସନ୍ ପାଇଁ କଟକ ଯିବା ପାଇଁ ଏବଂ ମେଡିସିନ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଭାଇ ।
ଆସନ୍ତୁ ସମସ୍ତେ ଆୟୁଷ୍ମାନ୍ "ସାଇ ଶୁଭମ୍ " ର ଶୁଭ ଜନ୍ମଦିନ ଅବସରେ ଶୁଭେଚ୍ଛା ଓ ଶୁଭକାମନା ସହିତ ଉଜ୍ଜ୍ବଳ ଭବିଷ୍ୟତର କାମନା କରି ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବା।।
Click here to claim your Sponsored Listing.
Category
Website
Address
Khaira
Balasore
756059