Helping Society Balasore

Helping Society Balasore

Share

କାମ ଆମର , ନିଷ୍ପତ୍ତି ଆପଣଙ୍କର We work , you Decide...

Photos from Helping Society Balasore's post 22/05/2026

ଅଜଣା ବ୍ୟକ୍ତିଙ୍କ ଶବ ସତ୍କାର କଲା “ହେଲପିଙ୍ଗ ସୋସାଇଟି” 🙏
ସିମୁଳିଆ ଥାନା ନିକଟରେ ଘଟିଥିବା ସଡ଼କ ଦୁର୍ଘଟଣାରେ ମୃତ ଜଣେ ଅଜଣା ବ୍ୟକ୍ତିଙ୍କ ପରିଚୟ ତିନି ଦିନ ଧରି ମିଳିନଥିବାରୁ ବାଲେଶ୍ୱରର ସାମାଜିକ ସଂଗଠନ “ହେଲପିଙ୍ଗ ସୋସାଇଟି” ପକ୍ଷରୁ ମାନବିକତାର ପରିଚୟ ଦେଇ ଗତକାଲି ବାଲେଶ୍ୱର ଆଇଟିଆଇ ଛକ ନିକଟସ୍ଥ ଶ୍ମଶାନରେ ଶବର ସତ୍କାର କରାଯାଇଛି।

Photos from Helping Society Balasore's post 13/03/2026

୨୦୨୬ #ଭୋକ_ମୁକ୍ତ_ଅଭିଯାନ

ପ୍ରତ୍ୟେକ ଦିନ ଏବଂ ରାତି ରେ ହେଲପିଙ୍ଗ ସୋସାଇଟି ପରିବାର ତରଫରୁ "ଭୋକ ମୁକ୍ତ ଅଭିଯାନ" କାର୍ଯ୍ୟକ୍ରମ ମାଧ୍ୟମରେ ଅସହାୟ ଗରିବ ଲୋକ ଙ୍କୁ ଖାଦ୍ୟ ବଣ୍ଟନ କରାଯାଏ ...।।
ସେହି କ୍ରମରେ ଆଜି ସିବୁ ଙ୍କ ଜନ୍ମଦିନ ଉପଲକ୍ଷେ ହେଲପିଙ୍ଗ ସୋସାଇଟି ମାଧ୍ୟମ ରେ ସକାଳ ଭୋଜନ , ମଧ୍ୟାହ୍ନ ଭୋଜନ ଓ ରାତ୍ରିକାଳୀନ ଭୋଜନ ବାଲେଶ୍ବର ସହରର ବଣିଆମନ୍ଦିର ଠାରେ ପ୍ରୟାସ ଦୃଷ୍ଟିହୀନ ବିଦ୍ୟାଳୟରେ ୧୫ ରୁ ଉର୍ଦ୍ଧ୍ବ ପିଲା ଙ୍କୁ ଖାଦ୍ୟ ବଣ୍ଟନ କରିବା ସହ ଶୁଖିଲା ଖାଦ୍ଯ ୨ଦିନ ପାଇଁ ଦେଲୁ। ବାଲେଶ୍ଵର ସହର କୁ ଭୋକ ମୁକ୍ତ କରିବା ପାଇଁ ଛୋଟ ପ୍ରୟାସ , ଏହି କାର୍ଯ୍ୟକ୍ରମ ରେ ଆପଣମାନଙ୍କ ସାହାଯ୍ୟ ସହଯୋଗ ଏକାନ୍ତ କାମ୍ୟ...।।

#ଭୋକ_ମୁକ୍ତ_ଅଭିଯାନ #ହେଲପିଙ୍ଗ_ସୋସାଇଟି
#ବାଲେଶ୍ଵର

05/03/2026

ରକ୍ତଦାନ - ମାନବିକତାର ଶ୍ରେଷ୍ଠ କାର୍ଯ୍ୟ 💉🩸
ଖରା,ବର୍ଷା କିମ୍ବା ଶୀତ ଯାହାବି ହେଉ ଆମ ସଂଗଠନ ର
ଗୋଟିଏ ଫୋନ ରେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଆଗେଇ ଆସୁଥିବା ଭାଇ ଭଉଣୀ ମାନଙ୍କୁ ହୃଦୟରୁ ଶୁଭେଚ୍ଛା ଓ ଅଭିନନ୍ଦନ 🌹
ବାଲିଆପାଳ ରୁ ଆସିଥିବା ଜଣେ ରୋଗୀ B Positive ରକ୍ତପାଇଁ ବହୁ ଦୁଃଖୀ ହୋଇ ହେଲପିଙ୍ଗ ସୋସାଇଟି କୁ ଯୋଗାଯୋଗ କରିଥିଲେ ,ଏହି ଖବର ଶୁଣିବା ମାତ୍ରେ ଆମ ସଂଗଠନ ର ଆଗ ଧାଡିର ଯୋଦ୍ଧା ଜୀବନ ସଙ୍ଗେ ସଙ୍ଗେ ଚିକିତ୍ସାଳୟ ରେ ପହଞ୍ଚି ଜଣେ ରକ୍ତଦାତା କୁ ନେଇ ରକ୍ତଦାନ କରିଥିଲେ , ରକ୍ତଦାତା ମୃତନଜୟ ଭାଇ ଙ୍କୁ ହୃଦୟ ରୁ ବହୁତ ବହୁତ ଧନ୍ୟବାଦ....।।

04/03/2026

Celebrating my 5th year on Facebook. Thank you for your continuing support. I could never have made it without you. 🙏🤗🎉

Photos from Helping Society Balasore's post 19/02/2026

#ଭୋକ_ମୁକ୍ତ_ଅଭିଯାନ 🙏
ପ୍ରତ୍ୟେକ ଦିନ ଏବଂ ରାତି ରେ ହେଲପିଙ୍ଗ ସୋସାଇଟି ପରିବାର ତରଫରୁ "ଭୋକ ମୁକ୍ତ ଅଭିଯାନ" କାର୍ଯ୍ୟକ୍ରମ ମାଧ୍ୟମରେ ଅସହାୟ ଗରିବ ଲୋକ ଙ୍କୁ ଖାଦ୍ୟ ବଣ୍ଟନ କରାଯାଏ ...।।
ସେହି କ୍ରମରେ ଗତକାଲି ରାତ୍ରିଭୋଜନ ରେ ଅଙ୍ଗାରଗଡିଆ ଠାରେ ଏକ ବସ୍ତିରେ 300 ରୁ ଉର୍ଦ୍ଧ୍ବ ଅସହାୟ ଲୋକ ଙ୍କୁ ଖାଦ୍ୟ ବଣ୍ଟନ କରିବା ସହ ବାଲେଶ୍ଵର ସହର କୁ ଭୋକ ମୁକ୍ତ କରିବା ପାଇଁ ଛୋଟ ପ୍ରୟାସ , ଏହି କାର୍ଯ୍ୟକ୍ରମ ରେ ଆପଣମାନଙ୍କ ସାହାଯ୍ୟ ସହଯୋଗ ଏକାନ୍ତ କାମ୍ୟ...।।

#ଭୋକ_ମୁକ୍ତ_ଅଭିଯାନ #ହେଲପିଙ୍ଗ_ସୋସାଇଟି
#ବାଲେଶ୍ଵର

Want your organization to be the top-listed Non Profit Organization in Balasore?
Click here to claim your Sponsored Listing.

Telephone

Address


Balasore
756002

Opening Hours

Monday 10am - 6pm
Tuesday 10am - 6pm
Wednesday 10am - 6pm
Thursday 10am - 6pm
Friday 10am - 6pm
Saturday 10am - 6pm
Sunday 10am - 6pm