aita dunia
Contact information, map and directions, contact form, opening hours, services, ratings, photos, videos and announcements from aita dunia, Real Estate, Balasore.
ସୋର ବ୍ଲକ ଗୋପୀନାଥ ପୁର ପଞ୍ଚାୟଟତ ଅଧୀନ ରେ ଥିବା ନୂଆସାହି ଛକ ଠାରୁ ଭାୟା ଫଟା ଆମ୍ବ ଦେଇ କ୍ରସର ଛକ ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ପିଡ୍ଲୁଡି ରାସ୍ତା କ୍ରସର ଛକ ଠାରୁ ସରଳିଆ R d ରାସ୍ତା ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଅଛି , ଏହା ମୂଖ୍ୟମନ୍ତ୍ରୀ ସଡକ ଯୋଜନା ରେ କାମ ହେଉଅଛି ଏହି କାର୍ଯ୍ଯର ଅଟକଳ ର ମୃଲ୍ୟ ଟ ୩,୩୯,୫୩,୨୬୧ ଯେଉଁ ସୂଚନା ଫଳକ ଲଗାଯାଇଛି ସେଥିରେ ଠିକାଦାର ନାମ ଓ ଠିକଣା ଲେଖାଯାଇ ନାହିଁ , ତେଣୁ ସୂଚନା ଫଳକ ଭୂଲ୍ ଅଛି ଏହି ରାସ୍ତା ର ମାଟି କାମ ହୋଇଅଛି . ତାହା ସରକାରୀ ନିୟମ ଅନୁସାରେ ହୋଇନାହିଁ, କିଛି ସ୍ଥାନରେ ହୋମ୍ ପାଇପ୍ କାମ ହୋଇ ଅଛି , ହୋମ୍ ପାଇପ୍ ତଳେ ବାଲି ଓ ମେଟାଲ କଂକ୍ରିଟ ହେବା କଥା, ତାହା ସରକାରୀ ନିୟମ ଅନୁସାରେ ହୋଇନାହିଁ, ଏବଂ ମାଟି ରେ ବାଲି ମିଶାଇ କାମ କରିବା କିନ୍ତୁ ସେଭଳି କାର୍ଯ୍ୟ ହୋଇନାହିଁ, ବୋଲି ଜଣାପଡୁଛି l ସେପଟେ ଜଡିଡା ଗ୍ରାମ ପଂଚାୟତ ର ଗ୍ରାମ୍ୟ ନିର୍ମାଣ ଉପଖଣ୍ଡ ର ଦେଢ଼େ କିଲୋ ମିଟର ରାସ୍ତା ର ଦୁଇଟି ସେତୁ ବିନା ସୂଚନା ଫଳକ ରେ କୋଟି କୋଟି ଟଙ୍କା ର କାର୍ଯ୍ୟ ଚାଲୁଅଛି lସବୁଠାରୁ ରହସ୍ୟ ମୟ କଥା ସରକାର ଙ୍କ R D ବିଭାଗ ରେ କୋଟି କୋଟି ଟଙ୍କା ର କାମ ବିନା ସୂଚନା ଫଳକ ରେ ଠିକାଦାର ଦେଢ଼ ମାସ ଧରି କାର୍ଯ୍ୟ ଆରମ୍ଭ କରି କାମ କରୁଛନ୍ତି l . ସରକାରୀ ନିୟମ କୁ ଉଲଂଘନ କରି କିଭଳି ଭାବେ ଠିକାଦାର କାମ କରି ପାରୁଛି l..ବିନା ସୂଚନା ଫଳକ ରେ କିଭଳି କୋଟି କୋଟି ଟଙ୍କା ର ସେତୁକାମ ଆରମ୍ଭ ହୋଇଛି l? ଏହା ସର୍ବ ସାଧାରଣରେ ଗୁଞ୍ଜରଣ ସୁଷ୍ଟି ହୋଇଛି l ନୂତନ ସେତୁ ର ଠିକ ସ୍ଥାନ ନିରୂପଣ ହୋଇଛି କି ନାହିଁ ତାହା ଏବେ ପ୍ରଶ୍ନ ବାଚି ସୁଷ୍ଟି କରିଛି l...
29/05/2026
୨୪ ଘଣ୍ଟାରେ ୧୨ ଜିଲ୍ଲାରେ ଅତି ପ୍ରବଳ ବର୍ଷା ! ୧୮ ଜିଲ୍ଲାରେ ପ୍ରବଳ ବର୍ଷିବ,
Click here to claim your Sponsored Listing.
Category
Telephone
Website
Address
Balasore