Subasini Jena Foundation - Rebatee

Subasini Jena Foundation - Rebatee

Share

This foundation is formed to give a helping hand to all those needy people. If there is a crisis, we are there to serve the people.

Photos from Subasini Jena Foundation - Rebatee's post 08/09/2021

ଓଡ଼ିଆ ଭାଷାରେ ପ୍ରଥମ ଦୃଶ୍ୟ ଭିତ୍ତିକ ସାହିତ୍ୟ ପତ୍ରିକା 'ରଙ୍ଗମଞ୍ଚ' ଆଗାମୀ ପିଢ଼ି ପାଇଁ ଏକ ଆଲୋକବର୍ତ୍ତିକା ସଦୃଶ କାର୍ଯ୍ୟ କରୁ । ଏଥି ସହିତ ବିଶିଷ୍ଟ ନାଟ୍ୟକାର ତଥା 'ରଙ୍ଗମଞ୍ଚ'ର ସମ୍ପାଦକ ହେମେନ୍ଦ୍ର ମହାପାତ୍ର ସାର୍ ଶତାୟୁ ହୁଅନ୍ତୁ ଏବଂ ଏହିଭଳି ନାଟକକୁ ସଂଜୀବିତ କରି ରଖନ୍ତୁ, ଏହା ହିଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା ।
କଳା,ସାହିତ୍ୟ ଏବଂ ସଂସ୍କୃତିର ମାଟି ବାଲେଶ୍ୱର ର ଅନ୍ୟତମ ନାଟ୍ୟ ଅନୁଷ୍ଠାନ 'ସ୍ରଷ୍ଟା' ପକ୍ଷରୁ ସ୍ଥାନୀୟ ମାକଲପୁର ସ୍ଥିତ ନବନିର୍ମିତ 'ସ୍ରଷ୍ଟା ନାଟ୍ୟାଳୟ' ଠାରେ ଆଜି ଅନୁଷ୍ଠିତ, 'ରଙ୍ଗମଞ୍ଚ ମହୋତ୍ସବ ଓ ବିଶିଷ୍ଟ ନାଟ୍ୟକାର ହେମେନ୍ଦ୍ର ମହାପାତ୍ରଙ୍କ ଅର୍ଦ୍ଧଶତାବ୍ଦୀର ନାଟ୍ୟ ଜୀବନ' ଶୀର୍ଷକ ଆଲୋଚନା ଚକ୍ରରେ ଯୋଗଦାନ କରିଥିଲି ।

05/08/2021

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସାରସ୍ୱତ ସାଧକ, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ସାରଥୀ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି ।

09/07/2021

ଓଡ଼ିଶାର କିଂବଦନ୍ତୀ କଣ୍ଠଶିଳ୍ପୀ ବାଣୀକଣ୍ଠ ନିମାଇଁଚରଣ ହରିଚନ୍ଦନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି I

15/06/2021

ରଜ ସଂକ୍ରାନ୍ତି ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ।

Want your organization to be the top-listed Government Service in Balasore?
Click here to claim your Sponsored Listing.

Category

Telephone

Website

Address


Highland Health Hub
Balasore
756001