Ajay Kumar Sahu
Contact information, map and directions, contact form, opening hours, services, ratings, photos, videos and announcements from Ajay Kumar Sahu, Journalist, Baliapal, Balasore.
18/12/2024
ବିଷ୍ଣୁପୁର ଉତ୍ତମ ଦାସଙ୍କ ବାସଭବନରେ ଅନୁଷ୍ଠିତ ୩ ଦିନିଆ ଅଷ୍ଟ ପ୍ରହରୀ ନାମ ସଂକୀର୍ତନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ।
ଯେଉଁ ସରକାରୀ ଅଫିସର ମାନେ ବିଜେଡିର ଚାମଚାଗିରି କରୁଥିଲେ ସେମାନେ ସାବଧାନ।
ଉତ୍କଳ ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭ କାମନା।
ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ସମ୍ଭାବନା ସୁନିଶ୍ଚିତ।
ବିଜ୍ଞାପନରୁ ଯଦି ରାଜନୈତିକ ଦଳର ଚିହ୍ନକୁ ହଟାଯାଉଛି ତେବେ
ରାଜ୍ୟରେ ଚାଲୁଥିବା ସମସ୍ତ ଲକ୍ଷ୍ମୀ ବସ ଏବଂ ବସ ଷ୍ଟପରେ ଲାଗିଥିବା ଶଙ୍ଖ ଚିହ୍ନ ଉଠିବା ଦରକାର
ଯିଏ ଯାହା କହୁଛ କୁହ
ମେ 4 ତାରିଖରେ ଦେଖିବ ବାଲେଶ୍ବରର ସାଂସଦ ଭାବେ ପ୍ରତାପ ନନା ଧୂଳି ଉଡାଇ ବିଜୟ ମୁକୁଟ ପିନ୍ଧିବେ।
ରଙ୍ଗର ପର୍ବ ହୋଲି ଶୁଭ ସକାଳର ଶୁଭେଚ୍ଛା। ସୁଖ ଶାନ୍ତି ସମୃଦ୍ଧି ରଙ୍ଗରେ ରଙ୍ଗାୟିତ ହେଉ ବାକି ଜୀବନ ଆଜିର ଏହି ପବିତ୍ର ଦିନରେ କାମନା ଓ ପ୍ରାର୍ଥନା।
ଆମପାଇଁ ସବୁଦିନ ପଖାଳ ଦିବସ।
କାରଣ ଆମେ ସବୁଦିନ ପଖାଳ ଖାଉ।
ଆଉ ଆପଣଙ୍କ ପାଇଁ ଆଜି କେବଳ ପଖାଳ ଦିବସ
ମେଣ୍ଟ ହେବନି
ବିଜେପି ଏକାକୀ ଲଢ଼ିବ।
ପୁଣି ବାଲେଶ୍ୱରର ସାଂସଦ ହେବେ ଆମର ପ୍ରିୟ ନେତା ପ୍ରତାପ ଷଡଙ୍ଗୀ
ବାଲିଆପାଳକୁ NAC କରାଯିବା ପାଇଁ ସ୍ବର୍ଗତ ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତି 1995 ମସିହାରେ ବାଲିଆପାଳ ପଞ୍ଚାୟତ ଓ ମଧୁପୁରା ପଞ୍ଚାୟତର 15 ଟି ଗାଁକୁ ନେଇ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ।ଆଜି ତାହା ସଫଳ ହେଲା।
ଲାକ କୃଷ୍ଣ ଆଡ଼ଭାନୀ ଙ୍କୁ ମିଳିଲା ଭାରତ ରତ୍ନ
Click here to claim your Sponsored Listing.
Category
Contact the public figure
Website
Address
Baliapal
Balasore
756026