Manas Kumar Dutta

Manas Kumar Dutta

Share

MLA , Balasore.. Odisha Legislative Assembly (ବାଲେଶ୍ୱରର ସେବକ)

Photos from Manas Kumar Dutta's post 17/06/2026

ବାଲେଶ୍ୱରର ଲୋକପ୍ରିୟ ଜନନେତା ପୂର୍ବତନ ବିଧାୟକ ମୋର ପୂଜ୍ୟ ବାପା ସ୍ବର୍ଗତ ମଦନମୋହନ ଦତ୍ତ ଆପଣ ସମସ୍ତଙ୍କର ପ୍ରିୟ ମଙ୍ଗୁ ଭାଇଙ୍କ ଷଷ୍ଠ ପୂଣ୍ୟତିଥି ଅବସରରେ ସହରର ଓ.ଟି. ରୋଡ଼ ସ୍ଥିତ ପୂର୍ଣାବୟବ ପ୍ରତିମୂର୍ତ୍ତି ପାଖରେ ମଙ୍ଗୁଭାଇ ସ୍ମୃତି କମିଟି ତରଫରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା ।

ଏହି ସଭାରେ ଓଡ଼ିଆ ଚଳଚ୍ଚିତ୍ରର ଲୋକପ୍ରିୟ ଅଭିନେତା ତଥା ମାନ୍ୟବର ଦିଗପହଣ୍ଡି ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ର, ସରକାରୀ ଉପ ମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ ତଥା ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦେଇ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଦଳ ମତ ନିର୍ବିଶେଷରେ ସେ ସମସ୍ତଙ୍କର ପ୍ରିୟଭାଜନ ଥିଲେ । ତାଙ୍କର କର୍ତ୍ତବ୍ୟନିଷ୍ଠା ଓ ଆଦର୍ଶ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ । ଏହି ଅବସରରେ ଦିବ୍ୟାଙ୍ଗମାନଙ୍କୁ ସହାୟକ ଉପକରଣ, ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ସହାୟତା ପ୍ରଦାନ କରାଯାଇଥିଲା ।

17/06/2026

ଆମ ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ୰ ମଦନ ମୋହନ ଦତ୍ତଙ୍କ ପୂଣ୍ୟତିଥିରେ ବିନମ୍ର ଶ୍ରଦ୍ଧାଞ୍ଜଳି ।

Photos from Manas Kumar Dutta's post 15/06/2026

ପବିତ୍ର 'ରଜ ସଂକ୍ରାନ୍ତି'ର ଶୁଭ ଅବସରରେ ବାଲେଶ୍ୱର ସହରର ଦାମୋଦରପୁର ସ୍ଥିତ ମା ବୁଢ଼ୀ କାଳୀ ମନ୍ଦିରରେ ମା'ଙ୍କ ଦର୍ଶନ କରିବା ସହ ଆଶୀର୍ବାଦ କାମନା କଲି । ମା'ଙ୍କ ପାଖେ ସମସ୍ତଙ୍କର ମଙ୍ଗଳମୟ ଜୀବନ ପାଇଁ କାମନା କରୁଛି ।

Want your public figure to be the top-listed Public Figure in Balasore?
Click here to claim your Sponsored Listing.

Category

Telephone

Address


Balasore