Project Chhauni
Project Chhauni, an Initiative of Mayurbhanj Dist.Admin to Revive the lost glory of Mayurbhanj Chhau. The Project was prepared by Ms.
ପ୍ରୋଜେକ୍ଟ ଛାଉଣୀ ପକ୍ଷରୁ ଖୁଣ୍ଟା ବ୍ଳକ୍ ଅଞ୍ଚଳ ର ପୁରୁଣାପାଣିସ୍ଥିତ ଧରଣୀଧର କଳା ସଂସ୍କୃତି ପରିଷଦ ସହଭାଗିତାରେ ନୂତନ ଏକ ଛଉନୃତ୍ୟ ଦଳ ଗଠନ ନିମନ୍ତେ ପ୍ରୟାସ ଆରମ୍ଭ ହୋଇଛି। ଏଠାରେ ସୂଚନାଯୋଗ୍ୟ ଯେ ମୟୂରଭଞ୍ଜ ରେ ଦରବାରରାଜ୍ ଅମଳରୁ କପ୍ତିପଦା ଉପଖଣ୍ଡରେ ଛଉନୃତ୍ୟ ର ପ୍ରଚଳନ ନାହିଁ। ତେଣୁ ଆଜି ପର୍ଯ୍ୟନ୍ତ ସମଗ୍ର ଉପଖଣ୍ଡରେ ଛଉନୃତ୍ୟ ଦଳ ଦେଖିବାକୁ ମିଳେ ନାହିଁ। ତେବେ ପ୍ରୋଜେକ୍ଟ ଛାଉଣୀ ପକ୍ଷରୁ ପ୍ରଥମ ଥର ପାଇଁ କପ୍ତିପଦା ଉପଖଣ୍ଡର ପୁରୁଣାପାଣି ଠାରେ ନଅ ଜଣ ଛାତ୍ରୀଙ୍କ ସମେତ ମୋଟ ତେଇଶ ଜଣିଆ ଏକ ନୂତନ ଛଉନୃତ୍ୟ ଦଳ ର ନୃତ୍ୟାଭ୍ୟାସ ଆରମ୍ଭ କରାଯାଇଛି।
02/03/2025
Big shout out to my newest top fans! 💎 Pradyumna Mohanta, Kriss Ghunia, Pagulu Jena, Ganesh Tipiria, Satya Mohanta
Drop a comment to welcome them to our community,
Click here to claim your Sponsored Listing.
Category
Contact the establishment
Telephone
Website
Address
Baripada
Opening Hours
| Monday | 9am - 6pm |
| Tuesday | 9am - 6pm |
| Wednesday | 9am - 6pm |
| Thursday | 9am - 6pm |
| Friday | 9am - 6pm |
| Saturday | 9am - 6pm |
| Sunday | 9am - 6pm |
15/11/2025