Odisha Development Forum

Odisha Development Forum

Share

ODISHA DEVELOPMENT FORUM (ODF) IS A REGISTERED ORGANISATION WORKING FOR THE DEVELOPMENT OF THE BACKW

08/06/2026

ବ୍ରହ୍ମପୁର ଓ ଦକ୍ଷିଣ ଓଡିଶା ବିରୋଧୀ ବିଜେଡି ର ଷଡଯନ୍ତ୍ର ଯୋଗୁଁ #ଗୋପାଳପୁର - #ଦିଘା କୋଷ୍ଟାଲ ହାଇୱେ ସମ୍ଭବ ହୋଇ ପାରିଲା ନାହିଁ I ଡବଲ ଇଂଜିନ ବିଜେପି ସରକାର ଏହି ସମସ୍ୟାର ସମାଧାନ କରି କୋଷ୍ଟାଲ ହାଇୱେ ଶୀଘ୍ର ନିର୍ମାଣ କରିବ, ସେହି ବିଶ୍ୱାସ ଥିଲା I
କିନ୍ତୁ #ରାମେଶ୍ୱର ଠାରୁ #ପାରାଦ୍ବୀପ ଘୋଷଣା ଓ ଗୋପାଳପୁର କୁ ବାଦ ଦେବା ପରେ ଏହା ଜନସାଧାରଣଙ୍କୁ ନିରାଶ କରିଛି I
ଆଶା ମାନନୀୟ ମୁଖ୍ୟମନ୍ତ୍ରୀ Mohan Charan Majhi CMO Odisha ଏଥପ୍ରତି ଦୃଷ୍ଟିଦେବେ ଓ ଗୋପାଳପୁର ପର୍ଯ୍ୟନ୍ତ କୋଷ୍ଟାଲ ହାଇୱେ କୁ ସଂଯୋଗ କରିବେ 🙏

Nitin Gadkari National Highways Authority of India - NHAI Commerce & Transport Department Government of Odisha

Photos from Odisha Development Forum's post 24/05/2026

ବ୍ରହ୍ମପୁରରେ “ନାଇପର୍” ପ୍ରତିଷ୍ଠା ଦାବିରେ ତା. ୨୩.୦୫.୨୦୨୬ ରିଖ ରେ ଅନୁଷ୍ଠିତ ହୋଇଥିବା ବିଶାଳ ଶୋଭାଯାତ୍ରା ଓ ପଥପ୍ରାନ୍ତ ସଭା କୁ ମିଡିଆ ଓ ସୋସିଆଲ ମିଡିଆ ବନ୍ଧୁଙ୍କର ଅକୁଣ୍ଠ ସମର୍ଥନ ପାଇଁ ହୃଦୟରୁ ଧନ୍ୟବାଦ🙏

Photos from Odisha Development Forum's post 24/05/2026

ବ୍ରହ୍ମପୁର ପୂର୍ଣ୍ଣାଙ୍ଗ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ପୁଣି ତେଜିଲା ଆନ୍ଦୋଳନ
ସମର୍ଥନ ପାଇଁ ମିଡିଆ କୁ ଅଶେଷ ଧନ୍ୟବାଦ 🙏

Want your organization to be the top-listed Non Profit Organization in Berhampur?
Click here to claim your Sponsored Listing.

Telephone

Address


Hill Patna
Berhampur
760001