Adesh Bastia

Adesh Bastia

Share

Entrepreneur / Sosial Activities / Photographer / Editor , Reports, / MD/CEO - AM Events & associates / Travelers

Photos from Adesh Bastia's post 30/05/2026

ଆଜି ନିଆଳୀ ଅଞ୍ଚଳ ର ଜଣେ ମୋର୍ ଅତିପରିଚିତ୍ "Woman Journalist" ବର୍ଷା ନାୟକ Madam ଙ୍କ, ସ୍ୱର୍ଗତ ଉପେନ୍ଦ୍ର ରାଉତ ଅଜାଙ୍କ ଏକାଦଶାହ (୧୧ ଭୋଜି) ଅବସରରେ ତାଙ୍କ ଗାଁ ତଥା କୂଳ ଜଲ୍ଲାରପୁର ସ୍ଥିତ ବାସଭବନକୁ ଯାଇ ଯୋଗଦେବା ସହ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କଲି। ଓ ପରିବାରର ସମସ୍ତ ସଦସ୍ୟଙ୍କ ସହ ମିଶି ସ୍ୱର୍ଗତ ଆତ୍ମାର ସ୍ମୃତି ଚାରଣ କରିବା ସହ ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କଲି। ମହାପ୍ରଭୁ ଶ୍ରୀଜଗନ୍ନାଥ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଧୈର୍ଯ୍ୟ ପ୍ରଦାନ କରନ୍ତୁ।🙏🙏





Remembering

Odisha
Jagannath
Prayers
Shradhanjali

Photos from Adesh Bastia's post 30/05/2026

🌅 ନଦୀ କୂଳର ସୁନ୍ଦର ସକାଳ 🌅

ଆଜି ଭୋରର ନିରବତା ମଧ୍ୟରେ ନଦୀ କୂଳରେ ଦେଖିବାକୁ ମିଳିଲା ପ୍ରକୃତିର ଏକ ଅତି ମନୋରମ ଦୃଶ୍ୟ। ଉଦୟମାନ ସୂର୍ଯ୍ୟର ସୁବର୍ଣ୍ଣ କିରଣ ନଦୀର ଜଳରେ ପଡ଼ି ଚାରିଆଡ଼େ ଏକ ଅପୂର୍ବ ସୌନ୍ଦର୍ଯ୍ୟ ସୃଷ୍ଟି କରୁଥିଲା। ନଦୀ ମଝିରେ ଭାସୁଥିବା ନୌକା ଏବଂ ଜୀବିକା ପାଇଁ ମାଛ ଧରାରେ ବ୍ୟସ୍ତ କେଉଟ ଭାଇଙ୍କ ଦୃଶ୍ୟ ସକାଳର ପରିବେଶକୁ ଆହୁରି ଆକର୍ଷଣୀୟ କରିଦେଇଥିଲା।

ଏହି ସୁନ୍ଦର ମୁହୂର୍ତ୍ତଗୁଡ଼ିକୁ ଆଜି ଭୋରରେ ମୋ ଫୋନ୍ କ୍ୟାମେରାରେ କଏଦ କରିବାର ସୁଯୋଗ ମିଳିଲା। 📸

BoatLife FishermanLife GoldenHour NatureLovers Odisha IncredibleOdisha Photography MobilePhotography VillageLife RiverSide BeautifulMorning ExploreOdisha InstagramOdisha PhotoOfTheDay NatureBeauty AdeshBastiaOfficial 🌅📸🚣‍♂️🐟

Want your public figure to be the top-listed Public Figure in Cuttack?
Click here to claim your Sponsored Listing.

Category

Telephone

Address


Pokharigan, Niali
Cuttack
754004