Prayas Odisha

Prayas Odisha

Share

ଆପଣଙ୍କ ଅଞ୍ଚଳରେ ଘଟୁଥିବା ସମସ୍ତ ଘଟଣା ଆମକୁ ୱାଟ୍ସଆପ ମାଧ୍ୟମରେ ପଠାଇ ପାରିବେ। ଆମ ୱାଟ୍ସଆପ ନଂ - 9114713413
ଆପଣଙ୍କ ସହଯୋଗରେ ସମସ୍ତ ଘଟଣା ଲୋକ ଲୋଚନକୁ ଆସିପାରିବ।

08/11/2025

#କଟକରେ_ଭୁଶୁଡିଲା_ପୁରୁଣା_କୋଠାର_ବାଲକୋନୀ
#ବକ୍ସିବଜାର_ଅଞ୍ଚଳରେ_ଅଘଟଣ_୩_ମୃତ
କଟକରେ ପୁରୁଣା କୋଠାର ବାଲକୋନୀ ଭୁଶୁଡ଼ି ୩ଜଣଙ୍କ ମୃତ୍ୟୁ। ବକ୍ସିବଜାର ଅଞ୍ଚଳରେ ଅଘଟଣ। ମଣିସାହୁ ଛକ ନିକଟ ହାଡ଼ିବନ୍ଧୁ ସ୍କୁଲ ନିକଟରେ ଭୁଶୁଡ଼ିଲା ପୁରୁଣା କୋଠାର ବାଲକୋନୀ। ବସ୍ତିରେ ରହୁଥିବା ୩ଜଣଙ୍କର ମୃତ୍ୟୁ।

04/11/2025

#ଗିରଫ_ହେଲା_ରୋମିଓ_ବାବା
#ଭିକ୍ଷା_ମାଗିବାକୁ_ଆସି_ନାବାଳିକା_ସହ_ଅସଦାଚରଣ
କଟକ ମଧୁପାଟଣା ଥାନା ଅଞ୍ଚଳରେ ଜଣେ ରୋମିଓ ବାବା ମୁଣ୍ଡରେ ଠାକୁରଙ୍କୁ ମୁଣ୍ଡେଇ ଭିକ ମାଗିବା ସମୟରେ ଜଣେ ବ୍ୟକ୍ତିଙ୍କ ଘରେ କୁନି ଝିଅ ଉପରେ କୁ ଦୃଷ୍ଟି ପକାଇଥିଲା। ଏହି ସମୟରେ ପିଲାଟି ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଧରି ଉତ୍ତମ ମଧ୍ୟମ ଦେବା ସହ ପୋଲିସ ଜିମାରେ ଦେଇଥିଲେ।

Want your business to be the top-listed Media Company in Cuttack?
Click here to claim your Sponsored Listing.

Telephone

Website

Address


Cuttack