Odia Digital Plus
THIS PAGE MADE FOR TECHNICAL VIDEOS LIKE HELP FOR CITIZENS, NATURE VIDEOS LOCAL VILLAGE, NEWS ENTERT
14/02/2026
କାଶ୍ମୀର ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଦେଶ ମାତୃକା ପାଇଁ ଶହୀଦ ହୋଇଥିବା ଭାରତର ବୀର ଯବାନଙ୍କ ଉଦେଶ୍ୟରେ ହିନ୍ଦୁ ସେନାର ବିଶାଳ ରକ୍ତ ଦାନ ଶିବିରରେ ଯୋଗ ଦେଲେ ଶୁଭ ଉଦୁଘାଟନ କଲେ କଟକ ଜିଲ୍ଲା ବିଜେପି ସଭାପତି ରାମନାରାୟଣ ମହାନ୍ତି ମହୋଦୟ।
ଜୟ ଶ୍ରୀରାମ ।
Mohan Charan Majhi Manmohan Samal
Baijayanta Panda Fan Club 'Jay' Panda Bhartruhari Mahtab
Ramanarayan Mohanty
୬୫ ନମ୍ବର ରାଜ୍ୟ ରାଜପଥରେ ନିମ୍ନମାନର ପିଚୁ କାମ ଚାଲିଅଛି, ଠିକା ସଂସ୍ଥା ପକ୍ଷରୁ ବିନ୍ଧାଣିମା ହନୁମାନ ମନ୍ଦିର ଠାରୁ ନୂଆପାଟଣା ଓଷା ପୂଜା ରାସ୍ତା, କାଲି ହୋଇଥିଲା ଆଜି ଉଠି ଯାଉଛି l ନିମ୍ନମାନର କାମ ଯୋଗୁ ଜନସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି l
Click here to claim your Sponsored Listing.
Category
Website
Address
Cuttack
28/01/2026