Araksh*ta Seba Kendra

Arakshita Seba Kendra

Share

Non-Governmental & Non- profit organization
ପରୋପକାରାୟ ସ୍ବର୍ଗାୟ ପାପାୟ ପରପୀଡ଼ନମ ।
ମାନବ ସେବା ହିଁ ମାଧବ ସେବା 🙏

28/04/2026

ଜାତି ନନ୍ଦିଘୋଷ ଚାଲିବକି ଭାଇ ସ୍ବାର୍ଥକୁ ସାରଥୀ କଲେ ।
ଟାଣେ କିରେ ଗାଡ଼ି ଦାନାର ତୋବଡ଼ା ଘୋଡ଼ା ମୁହେଁ ବନ୍ଧା ଥିଲେ ।
#ମଧୁବାବୁ
#ମଧୁବାରିଷ୍ଟର
ଚିର ନମସ୍ୟ
#ଉତ୍କଳ_ଗୌରବ_ମଧୁସୂଦନ_ଦାସ ଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି 💐🙏

08/04/2026

ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ନହେଉ, ତ୍ୱରିତ ଚିକିତ୍ସା ମିଳୁ। ଏହି ଲକ୍ଷ୍ୟରେ ସରକାରଙ୍କ ପଦକ୍ଷେପ "ପିଏମ୍ ରାହତ" (Road Accident Victims' Hospitalisation & Assured Treatment)। ଏହି ଯୋଜନାରେ ଦୁର୍ଘଟଣାର ସାତ ଦିନ ଯାଏଁ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ୟାସଲେସ ଚିକିତ୍ସା ଯୋଗାଉଛନ୍ତି ସରକାର ।

06/04/2026

ଆପଣ ଜାଣିଛନ୍ତି କି ?



CMO Odisha Nityananda Gond Suresh Kumar Vashishth Ministry of Social Justice and Empowerment, Government of India State Institute for Empowerment of Persons with Disabilities

26/03/2026

ଆପଣଙ୍କ ବିଲ୍ ‌ରେ ଅତିରିକ୍ତ “LPG ଫି” ଚାର୍ଜ ହୋଇଛି? ଏହା ଗ୍ରହଣୀୟ ନୁହେଁ—ମେନୁ ମୂଲ୍ୟ (କର ସମେତ) ହିଁ ଦେବେ, ଏବଂ ଏଭଳି ଚାର୍ଜ ଦେଖିଲେ ଅଭିଯୋଗ କରନ୍ତୁ କିମ୍ବା NCH 1915 କିମ୍ବା e-Jagriti ମାଧ୍ୟମରେ ରିପୋର୍ଟ କରନ୍ତୁ।
ଅଧିକ ତଥ୍ୟ ପାଇଁ କ୍ଲିକ୍ କରନ୍ତୁ
https://www.pib.gov.in/PressReleasePage.aspx?PRID=2245074®=3&lang=2

Want your organization to be the top-listed Non Profit Organization in Cuttack?
Click here to claim your Sponsored Listing.

Website

Address


LALITAGIRI
Cuttack
754205