Parijatam Foundation

Parijatam Foundation

Share

The most beautiful way to help yourself can be found by helping others only. We must try to erase al

Photos from Parijatam Foundation's post 13/06/2025

#ପାରିଜାତମ୍_ଫାଉଣ୍ଡେସନ

ଆଜି୧୩/୬/୨୫ ତାରିଖ ରେ ପାରିଜାତମ୍ ପରିବାର ତରଫରୁ ରଜ ପର୍ବ ପାଳନ ହୋଇ ଥିଲା ଚଟି ଘରେ ଥିବା ସେଇ ଛୋଟ ଛୋଟ ପିଲାଙ୍କ ସହ ଆୟୋଜନରେ ଝିଅ ଙ୍କ ଡ୍ରେସ୍ ପୁଅ ଙ୍କ ଡ୍ରେସ୍ ସଜ୍ ବାଜ ଜିନିଷ ପାଉଡର* ଟିକିଲି* ଅଳତା* ଲିପଷ୍ଟିକ୍* କୁକୁମ୍* ପାନିଆ* ମେହେନ୍ଦି* ରବର*କ୍ଲିପ୍ ଏମିତି ବହୁତ୍ କିଛି ସହିତ ମିଠା ମଧ୍ଯ ଦିଆଯାଇଥୀଲା ହଁ କିଛି ପିଲାଙ୍କ ଦେହରେ ଘା ହେଇ ଯାଇଥିଲା ତାଙ୍କ ପାଇଁ ମେଡିସିନ ଭି ନିଆ ଯାଇଥିଲା କିଛି ପଢା ଆଉ କିଛି ମଜା ମସ୍ତି ରେ ଏବଂ ଦୋଳି ଭି ଦୋଳି ଖେଳ ର ଯେଉଁ ଖୁସି ପିଲାଙ୍କ ମୁହଁରେ ଝଟକୁ ଥାଏ ପାରିଜାତମ୍ ପରିବାରର ପ୍ରୟାସ ଏମିତି ଜାରି ରହୁ
ଜୟ ଜଗନ୍ନାଥ 🙏

Want your public figure to be the top-listed Public Figure in Cuttack?
Click here to claim your Sponsored Listing.

Category

Telephone

Address


Branch Office, Gopalpur
Cuttack