Sangram rout

Sangram rout

Share

Dosto Es Page par Apko hindu sanatani related video Dekhne ko milenge

13/03/2024
Photos from BJP Odisha's post 01/03/2024
22/02/2024
22/02/2024

ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନାରେ ମିଳିବ ମାଗଣା ବିଜୁଳି
1 କୋଟି ପରିବାରକୁ ସୋଲାର ପ୍ୟାନେଲ ଲଗାଇବାକୁ ମିଳିବ ୪୦% ସବସିଡି
ପ୍ରତି ପରିବାରକୁ ମିଳିବ ୩୦୦ ୟୁନିଟ ଯାଏଁ ମାଗଣା ବିଜୁଳି
ଦେଶର ୭୫୦୦୦ କୋଟି ଟଙ୍କାର ବିଦ୍ୟୁତ ଖର୍ଚ୍ଚ ବଞ୍ଚିବ

12/02/2024

ଭାରତ ଜୋଡୋ ନ୍ୟାୟ ଯାତ୍ରା ନାଁରେ ଭାରତକୁ ଯୋଡିବା କଥା କହୁଥିବା କଂଗ୍ରେସ କିନ୍ତୁ ପ୍ରକୃତରେ ସର୍ବଦା ଜାତି ନାଁରେ ଦେଶକୁ ଖଣ୍ଡ ଖଣ୍ଡ କରିବାର ଅପଚେଷ୍ଟା କରିଛି । ପୂର୍ବରୁ ଦଳିତ ଆଦିବାସୀ ମାନଙ୍କ ବିଷୟରେ ଅନେକ ଅପଶବ୍ଦ କହିସାରିଥିବା କଂଗ୍ରେସର ଯୁବରାଜ ମୋଦୀ ସାଜ୍ଞାକୁ ଅପମାନ କରି ନିଲମ୍ବିତ ହୋଇଥିବା ବେଳେ ଏବେ ପୁଣି ତେଲି ସମ୍ପ୍ରଦାୟର ଅପମାନ କରିଛନ୍ତି।

08/02/2024

ଟାଇମ୍ସ ନାଓ ସର୍ଭେରେ ଲୋକପ୍ରିୟତାରେ ସବୁଠୁ ଆଗୁଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।। ଲୋକସଭା ନିର୍ବାଚନରେ ମୋଦୀମୟ ହେବ ଓଡ଼ିଶା।

Want your public figure to be the top-listed Public Figure in Cuttack?
Click here to claim your Sponsored Listing.

Category

Telephone

Address


Odisha Cuttack Kanpur Kanjiapada
Cuttack
753001