Santosh argus
I am mr cool
ଆଠଗଡ ରୁ ଘଣ୍ଟିଖାଲ ଯିବା ରାସ୍ତା ରେ ମାଧପୁର ଚମ୍ପାପୂର୍ ଠାରେ ଏକ ବ୍ରିଜ ନିର୍ମାଣ ଚାଲିଛି 2 ବର୍ଷ ହେବ କାମ ସରୁନି ବହୁତ୍ ଲୋକ ଦୁର୍ଘଟଣା ର ସମ୍ମୁଖୀନ ହେଉଛନ୍ତି । Contractor ପଇସା ପାଇକି ବସିଛି ଗ୍ରାମ ର ଲୋକ ମାନେ ଯେତେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି । ଯଦି କିଛି କହିଲେ ବଡ଼ ବାବୁ ମାନେ ପଇସା ଖାଇକି ଚୁପ୍ ରହୁଛନ୍ତି । ଏହି ଲୋକଟିର ଘର ବଡ଼ମ୍ବା ଗୋପୀନାଥପୁର ରେ ଏବେ ସେ କଟକ ବଡ଼ ଡାକ୍ତରଖାନାରେ ରେ ଅଛିନ୍ତି। ଆଠଗଡ଼ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଅନୁରୋଧ।
30/04/2026
ଜୟ ବାବା ଧବଳେଶ୍ଵର
ଆଜି ବୈଶାଖ ମାସ ଶୁଭ ଗୁରୁବାର ନୂସିଂହ ଜନ୍ମରେ ବାବା ଧବଳେଶ୍ୱର ମହାପ୍ରଭୁ ସମସ୍ତ ଭକ୍ତ ମାନଙ୍କୁ ଆଶୀର୍ବାଦ କରନ୍ତୁ 🙏🙏
30/04/2026
*ଯଦି ନିଜ ଲୋକମାନେ ମିଶି ଯାଆନ୍ତି ଶତ୍ରୁର ସାଙ୍ଗରେ.. ସେତେବେଳେ ଜଙ୍ଗଲର ରାଜା ସିଂହ ବି ଫସିଯାଏ ବୁଲା କୁକୁରଙ୍କ ଜାଲରେ..!!
30/04/2026
ଆଜି ଶୁଭ ଗୁରୁବାର ରେ ଘରେ ରହି ବାବା ଧବଳେଶ୍ଵର ଙ୍କ ସକାଳ ପୂଜା ବେଶ ଦର୍ଶନ କରନ୍ତୁ।
30/04/2026
*ତୁମେ ହିଁ ସମସ୍ୟାର ସମାଧାନ*
*ତୁମେ ପ୍ରଭୁ ସଂଶୋଧନ*
*ତୁମେ ହିଁ ବିକାଶ ତୁମେହିଁ ବିନାଶ*
*ତୁମେ ପୁଣି ବ୍ରହ୍ମ ଜ୍ଞାନ।*
*ଜୀବନଦୀପରେ ବିଶ୍ୱାସ ସଲିତା*
*ତୁମ ପାଇଁ ଜଳୁଥାଉ*
*ଆୟୁଷର ଘିଅ ସରିଗଲେ ପ୍ରଭୁ*
*ତୁମ ପାଦେ ଲିଭିଯାଉ।*
*ଜୟ ଜଗନ୍ନାଥ ।🙏🙏l*
ରାଜନଗର ପେଟ୍ରୋଲ ପମ୍ପ ସମ୍ମୁଖରେ ପୂର୍ତବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନକୁ ସଂଯୋଗ କରୁଥିବା ହୋଡିଙ୍ଗ ଲାଗିଛି ଧିରେ ପବନ ବୋହିଲେ ହଲୁଛି। ଜଦି ଭାଙ୍ଗିଯାଏ ତେବେ ନିଶ୍ଚୟ କ୍ଷତି ହେବାର ସମ୍ଭାବନା ରହିଛି। ପୂର୍ତବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ।
29/04/2026
ଏହି ଫଟୋଟି ଦୁଃଶାସନ ପ୍ରଧାନଙ୍କ ର ବୟସ ୫୩ ଗ୍ରାମ - କାପ୍ତାବରାଇ, ପୋ- କଖଡି ,ଜି- କଟକ ସେ ଆଜି ତା - ୨୯/୦୪/୨୬ ବୁଧବାର ସକାଳ ୭ ଘଟିକାଠାରୁ ନିଖୋଜ ଅଛନ୍ତି । ସେ ଗଲାବେଳେ ଗୋଟିଏ ହାପ୍ ପ୍ୟାଣ୍ଟ ଓ ହାପ୍ ଗଞ୍ଜି ପିନ୍ଧିଛନ୍ତି ଯଦି କୌଣସି ସହୃଦୟ ବ୍ଯକ୍ତି ତାଙ୍କର ସନ୍ଧାନ ପାଆନ୍ତି ଏହି ନମ୍ବର ରେ ଯୋଗାଯୋଗ କରିବାକୁ ଅନୁରୋଧ- 7978353275 ଏବଂ ଅଧିକରୁ ଅଧିକ ସେୟାର କରିବାକୁ ଅନୁରୋଧ ।
ତିଗିରିଆ ଗୋହିରିମୁଣ୍ଡ ଛକ ଠାରେ ମେଡିସିନ ଷ୍ଟୋର ର ଉଦଘାଟନ।
29/04/2026
ବାବା ଧବଳେଶ୍ଵର ଙ୍କ ମଧ୍ୟାହ୍ନ ବେଶ ଦର୍ଶନ କରନ୍ତୁ।
29/04/2026
ଜୀବନ ଅଛିତ ସମସ୍ୟା ଆସିବ
ଦୁଃଖରେ କରନି ଚିନ୍ତା
ଚାଲିଛି ସିନା ଏ ଖରାପ ସମୟ
ରହିବ ନାହିଁ ସର୍ବଦା"।।
"ଜୀବନ ବାଟରେ ଅନେକ ବାଟୋଇ ସହ ଭେଟ ହୁଏ, କିଏ ଅଗାଢ ପ୍ରେମ, ସ୍ନେହ ଦିଏ ଆଉ କିଏ ଅମାପ ଆଘାତ, ଧୋକା ଦିଏ । ବାସ୍ତବରେ ଉଭୟଙ୍କୁ କେବେ ଭୁଲି ହୁଏ ନାହିଁ,ପାଦ ଅଛି ମାନେ କଣ୍ଟା ତ ଫୁଟିବ କିନ୍ତୁ ଚାଲିବା ବନ୍ଦ ହେବ ନାହିଁ "।।
ଆଜିର ଦିନଟି ଆପଣଙ୍କ ପାଇଁ ଶୁଭ ଓ ମଙ୍ଗଳମୟ ହେଉ ।।
ଶୁଭ ସକାଳ ଏବଂ ଶୁଭ ବୁଧବାର ।।
ଜୟ ଶ୍ରୀ ଜଗନ୍ନାଥ ଜୟ ।।
🙏🌹🙏🌹🙏🌹🙏🌹🙏
Click here to claim your Sponsored Listing.
Category
Contact the public figure
Telephone
Website
Address
ATHGARH
Cuttack
754029