SAHAJYA
WELCOME TO "SAHAJYA" SOCIAL ORGANISATION
27/01/2026
ଆମ " ସାହାଯ୍ୟ ଗୋ ସେବା ଆଶ୍ରମ " ରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି ।
ଭାରତ ମାତାକି ଜୟ 🇮🇳
03/12/2025
ସଡ଼କ ଦୁର୍ଘଟଣାରେ ଅଣ୍ଟା ଭାଙ୍ଗିଥିବା ଏବଂ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଥିବା ଏକ ନନ୍ଦୀ ଙ୍କୁ ତିନିଘରିଆ ରୁ ଉଦ୍ଧାର କରି ଆମ୍ଭ ସାହାଯ୍ୟ ଗୋ-ସେବା ଆଶ୍ରମକୁ ଅଣାଯାଇ ପ୍ରାଥମିକ ଚିକିତ୍ସା ଦିଆଯାଇଛି । 🙏🏼
29/08/2025
ଦୁର୍ଘଟଣାରେ ପଛ ଗୋଡ଼ ଭାଙ୍ଗି ଯାଇଥିବା ଏକ ନନ୍ଦୀଙ୍କୁ ବେଲେଶ୍ୱରରୁ ଉଦ୍ଧାର କରି ଆମ୍ଭ ସାହାଯ୍ୟ ଗୋ-ସେବା ଆଶ୍ରମ କୁ ଅଣାଯାଇ ପ୍ରାଥମିକ ଚିକିତ୍ସା କରାଯାଇଛି । 🙏🏼
Want your organization to be the top-listed Government Service in Cuttack?
Click here to claim your Sponsored Listing.
Click here to claim your Sponsored Listing.
Category
Contact the organization
Telephone
Website
Address
Chauliaganj
Cuttack