Mohammed Moquim

Mohammed Moquim

Share

Former MLA INC , Barabati cuttack

09/06/2026

ନିଜର ଅଦମ୍ୟ ସାହସ ଏବଂ ସଂଗ୍ରାମ ଦ୍ୱାରା ଆଦିବାସୀ ସମାଜକୁ ନୂତନ ଦିଗ ଦେଖାଇଥିବା ମହାନ୍ ବୀର ବିର୍ସା ମୁଣ୍ଡାଙ୍କୁ ତାଙ୍କ ଶ୍ରାଦ୍ଧ ଦିବସରେ ବିନମ୍ର ଶ୍ରଦ୍ଧାଞ୍ଜଳି।

Photos from Mohammed Moquim's post 07/06/2026

ଆଜି କାଳବୈଶାଖୀ ଝଡ଼ବର୍ଷା ଏବଂ ବଜ୍ରପାତରେ କଟକ ସହରର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀଙ୍କ ମନ୍ଦିରର ଦଧିନଉତି କ୍ଷତିଗ୍ରସ୍ତ ହୋଇଥିବା ଖବର ପାଇ ତୁରନ୍ତ ମନ୍ଦିର ପରିସରରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ କିପରି ଏହାର ମରାମତି ଯଥାଶୀଘ୍ର ହେବ ସେ ବିଷୟରେ ଆଲୋଚନା କରିଥିଲି ।

Want your public figure to be the top-listed Public Figure in Cuttack?
Click here to claim your Sponsored Listing.

Category

Address


Cuttack