C N I
cover news India
କଟକ ପରିବହନ ବିଭାଗର ଜୋରଦାର ଚେକିଙ୍ଗ। ଫିଟନେସ, ପରମିଟ, ଇନ୍ସୁରାନ୍ସ ନଥିଲେ ଗାଡି ଜବତ। ପଲ୍ୟୁସନ ଓ ଲାଇସେନ୍ସ ନଥିଲେ ହେବ ଫାଇନ।
ଚାଉଳିଆଗଞ୍ଜ ଥାନାରୁ ମହିଳା ଆଇ ଆଇ ସି ବିୟୁଟି ମହାନ୍ତି ଙ୍କ ମୃତ ଦେହ ମିଳିବା ଘଟଣା । ଡିଜିପି ଯୋଗେଶ ବାହାଦୁର ଖୁରାନିଆଙ୍କ ପ୍ରତିକ୍ରିୟା । ଆପଣମାନେ କୌଣସି ଅନୁମାନ କରି ଖବର ପରିବେଷଣ କରନ୍ତୁ ନାହିଁ। ତଦନ୍ତ ସରିବା ପରେ ବାସ୍ତବ ସତ୍ୟ ସାମ୍ନାକୁ ଆସିବ । ପୋଲିସ ବିଭାଗ ଯାହା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା କଥା ଆଇନ୍ ଅନୁଯାୟୀ ଗ୍ରହଣ କରିବ। ୱାଈ ବି ଖୁରାନିଆ, ପୋଲିସ ଡିଜି।
09/07/2026
#ଇଣ୍ଡିଆନ୍_ଆଇଡଲ୍_ଫିନାଲେରେ_ଓଡ଼ିଆ_ଝିଅ
ଓଡ଼ିଶାର ସଙ୍ଗୀତ ଦୁନିଆ ପାଇଁ ଗର୍ବର ମୁହୂର୍ତ୍ତ! ଇଣ୍ଡିଆନ୍ ଆଇଡଲ୍ ସିଜନ୍ ୧୬ର ଗ୍ରାଣ୍ଡ ଫିନାଲେରେ ପହଞ୍ଚିଛନ୍ତି ସୁମଧୁର କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ। ତାଙ୍କର ଏହି ଅସାଧାରଣ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
08/07/2026
ଓଡ଼ିଶା ଜନତା କଂଗ୍ରେସର ପ୍ରଥମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି । ଓଡ଼ିଆଙ୍କ ସ୍ୱାର୍ଥର ସୁରକ୍ଷା, ଓଡ଼ିଶା ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଲଢ଼େଇ ସହିତ ବିକଶିତ ଓଡ଼ିଶା ଗଠନ ପାଇଁ ନିରନ୍ତର ଓ ନିଷ୍ଠାପର ଉଦ୍ୟମ ଜାରି ରହିବ । ରାଜ୍ୟରେ ଓଜେସି ଏକ ଦୃଢ଼ ରାଜନୈତିକ ଶକ୍ତି ଭାବେ ରାଜ୍ୟବାସୀଙ୍କ ସ୍ୱର ହୋଇ ସଶକ୍ତ ଓଡ଼ିଶା ଗଠନର ସାରଥୀ ହେବ ସେନେଇ ବିସ୍ତୃତ ଆଲୋଚନା ହୋଇଛି ।
Click here to claim your Sponsored Listing.
Category
Website
Address
Cuttack