Swapno Foundation
Contact information, map and directions, contact form, opening hours, services, ratings, photos, videos and announcements from Swapno Foundation, Nonprofit Organization, Chauliaganj, Cuttack.
✨A small initiative by Swapno Foundation… ❤️🤝❤️
Heartfelt thanks to the family of Late Hemaprabha Das for extending their support on the occasion of Hemabrabha Das’s Shraddha (death anniversary) in memory of his soul.
We pray to God that her immortal soul attains peace and salvation.
Every Sunday near SCB Medical College, Cuttack, the Swapno Foundation family provides free morning meals to the relatives of patients who come from distant places for treatment.
This is a unique initiative of our foundation, through which people are served free breakfast every Sunday morning. ❤️🤝❤️
You can also extend your helping hand to support this noble cause.
#ଅନ୍ନଦାନ_ସେବା
✨ସ୍ବପ୍ନ ଫାଉଣ୍ଡେସନର ଏକ ଛୋଟ ପ୍ରୟାସ...❤️🤝❤️
ମା ଙ୍କ ଆତ୍ମା ର ସଦ୍ଗତି ନିମନ୍ତେ ଦେୟମୁକ୍ତ ଭୋଜନ ସେବା
ଧନ୍ୟବାଦ ସ୍ବର୍ଗତ ହେମପ୍ରଭା ଦାସ ଙ୍କ ପରିବାର ଙ୍କୁ ମା ହେମପ୍ରଭା ଙ୍କ ଶ୍ରାଦ୍ଧ ଦିବସରେ ସହଯୋଗ ର ହାତ ବଢ଼ାଇ ଥିବାରୁ।ମା ଙ୍କ ଅମର ଆତ୍ମା କୁ ମୋକ୍ଷ ଓ ଶାନ୍ତି ମିଳୁ।
ପ୍ରତ୍ୟେକ ରବିବାର କଟକ SCB ମେଡିକାଲ ରେ ଦୂର ଦୁରାନ୍ତରୁ ଆସିଥବା ରୋଗୀ ଙ୍କ ସମ୍ପର୍କୀୟ ମାନଙ୍କୁ ପ୍ରାତଃ ଭୋଜନ ର ବ୍ୟବସ୍ଥା ଯୋଗାଇ ଦେବା ଆମ ସ୍ବପ୍ନ ଫାଉଣ୍ଡେସନ ପରିବାର ଏକ ନିଆରା ପ୍ରୟାସ ପ୍ରତି ରବିବାର ଲୋକ ଙ୍କୁ ସକାଳ ଦେୟ ମୁକ୍ତ ଭୋଜନ ଯୋଗାଇ ଦିଆଯାଉଛି।❤️🤝❤️
ଆପଣ ମାନେ ମଧ୍ୟ ସହଯୋଗ ର ହାତ ବଢ଼ାଇ ପାରିବେ
ईश्वर से प्रार्थना है कि उनकी अमर आत्मा को शांति एवं मोक्ष की प्राप्ति हो।
प्रत्येक रविवार को SCB मेडिकल कॉलेज, कटक के पास दूर-दराज़ से इलाज के लिए आए रोगियों के परिजनों को निःशुल्क प्रातःकालीन भोजन उपलब्ध कराया जाता है।
यह Swapno Foundation परिवार की एक अनूठी पहल है, जिसके अंतर्गत हर रविवार सुबह लोगों को निःशुल्क भोजन प्रदान किया जाता है। ❤️🤝❤️
आप भी इस पुण्य कार्य में अपना सहयोग प्रदान कर सकते हैं।
19/04/2026
𝗢𝗡𝗘 𝗗𝗔𝗬 𝗙𝗢𝗢𝗗 𝗗𝗢𝗡𝗢𝗥
ିନର_ଅନ୍ନଦାତା
𝗦𝘄𝗮𝗽𝗻𝗮 𝗠𝗮𝗵𝗮𝗹 𝗢𝗹𝗱 𝗔𝗴𝗲 𝗛𝗼𝗺𝗲
#ଅସହାୟ_ଓ_ନିରାଶ୍ରୟ_ବୃଦ୍ଧ_ମା_ବାପାଙ୍କ_ସେବାରେ_ଗୋଟେ_ଦିନ
ବହୁତ ବହୁତ ଧନ୍ୟବାଦ Varsha mohanty & Richi richard Pattnaik ଙ୍କୁ ନିଜ ବିବାହ ବାର୍ଷିକୀ ସ୍ବପ୍ନ ମହଲ ବୃଦ୍ଧାଶ୍ରମ ରେ ପାଳିବା ସହ ଆଶ୍ରମ ମା ବାପା ଙ୍କ ନିମନ୍ତେ ଖାଦ୍ୟ ର ବ୍ୟବସ୍ଥା କରିଥିବାରୁ।ପ୍ରଭୁ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ ଏତିକି ଆଶ୍ରମ ମା ବାପାଙ୍କ ତରଫରୁ ପାର୍ଥନା
Varsha Mohanty
ସମସ୍ତଙ୍କୁ ପ୍ରଣାମ 🙏 ଆମ ସ୍ବପ୍ନ ମହଲ ବୃଦ୍ଧାଶ୍ରମ ଏକ ବେସରକାରୀ ଅନୁଷ୍ଠାନ ଅଟେ। ଯେଉଁ ବୃଦ୍ଧ ମା ବାପା ମାନେ ଅବହେଳିତ ଓ ନିରାଶ୍ରୟ ତାଙ୍କୁ ଆମ ବୃଦ୍ଧାଶ୍ରମ ରେ ବିନା ଅର୍ଥରେ ଥଇଥାନ କରି ତାଙ୍କୁ ଏକ ଉତ୍ତମ ଜୀବନ ଦେବା ଓ ତାଙ୍କ ଶେଷ ସମୟରେ ସମସ୍ତ ଖୁସି ଦେବାକୁ ଆମେ ଚେଷ୍ଟା କରୁ।ଏହି ସେବା ରେ ଆମେ ଆପଣଙ୍କ ସାହାଯ୍ୟ ଓ ସହଯୋଗ ଭିକ୍ଷା କରୁ।ଆପଣ ମାନେ ଏକ ବର୍ଷରେ ଥରେ ଜନ୍ମଦିନ, ବିବାହ ବାର୍ଷିକୀ, କିମ୍ବା କୌଣସି ବି ସ୍ମୃତିର ଦିନରେ ଆମ ବୃଦ୍ଧାଶ୍ରମ ର ଜଣେ ିନର_ଅନ୍ନଦାତା (𝗢𝗡𝗘 𝗗𝗔𝗬 𝗙𝗢𝗢𝗗 𝗗𝗢𝗡𝗢𝗥) ହୋଇ ଗୋଟେ ଦିନର ଆଶ୍ରମ ଦାଇତ୍ୱ ନେଇ ମା ବାପାଙ୍କ ନିମନ୍ତେ ଖାଦ୍ୟର ବ୍ୟବସ୍ଥା କରି ଆଶୀର୍ବାଦ ପ୍ରାପ୍ତ କରି ପାରିବେ। ଅସହାୟ ଓ ନିରାଶ୍ରୟ ବୃଦ୍ଧ ମା ବାପାଙ୍କ ସେବାରେ ଗୋଟେ ଦିନ।
ସ୍ବପ୍ନ ମହଲ ବୃଦ୍ଧାଶ୍ରମ
ଚୌଦ୍ୱାର, ଆଗ୍ରାହାଟ,କଟକ
Contact 096688 88889 ,7750929326,83289 20228
🌼 𝗢𝗡𝗘 𝗗𝗔𝗬 𝗙𝗢𝗢𝗗 𝗗𝗢𝗡𝗢𝗥 🌼
🏡 𝗦𝘄𝗮𝗽𝗻𝗮 𝗠𝗮𝗵𝗮𝗹 𝗢𝗹𝗱 𝗔𝗴𝗲 𝗛𝗼𝗺𝗲
❤️
Many many thanks to Varsha mohanty & richi richard Pattnaik for celebrating their wedding anniversary at Swapno Mahal Old Age Home and arranging food for the ashram parents. May the Lord bless you with a long and happy life — this is the heartfelt prayer from all the ashram parents
🙏 Greetings to everyone
There are many elderly parents in our society who have been neglected, abandoned, and left alone. At Swapna Mahal Old Age Home, we try to give these helpless elderly parents love, shelter, food, and dignity so that they can live the rest of their lives with peace and happiness.
Our ashram is a private initiative and runs completely with the support and kindness of generous people like you.
You can make a beautiful difference in their lives by becoming a .
On your Birthday, Wedding Anniversary, or in memory of your loved ones, you can sponsor one day’s food for the elderly parents at our ashram and receive their heartfelt blessings and prayers.
✨ One day of your kindness can bring a full day of happiness to many elderly parents.
🙏 Come forward and be a part of this noble service.
📍 Swapna Mahal Old Age Home
Choudwar, Agrahat, Cuttack
📞 Contact:
096688 88889
7750929326
83289 20228
Click here to claim your Sponsored Listing.
Category
Culinary Team
Attire
Telephone
Website
Address
Chauliaganj
Cuttack
753004