Pratyusha Rajeshwari Singh
National Council Member BJP | Former member of Parliament, Odisha. From the Royal family of Nayagarh Odisha.
17/04/2026
Today, during the discussion on the “Nari Shakti Vandan Act” in Parliament, met Hon’ble Union Minister Dharmendra Pradhan Ji at his office in Parliament.
ଆଜି ସଂସଦ ଗୃହରେ ଐତିହାସିକ “ନାରୀ ଶକ୍ତି ବନ୍ଦନ ଅଧିନିୟମ” ଉପରେ ଚର୍ଚ୍ଚା ଚାଲିଥିବା ବେଳେ, ଲୋକସଭା ଗୃହରେ ମାନନୀୟ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୀଙ୍କୁ ସାକ୍ଷାତ କଲି।
BJP INDIABJP OdishaPMO IndiaDharmendra Pradhan
14/04/2026
On the sacred occasion of Maha Bishuba Sankranti and the Odia New Year, I extend my heartfelt greetings and warm wishes to all. May the infinite grace of Lord Shri Jagannath bless this New Year with auspicious beginnings and fill every life with happiness, peace, and prosperity. I humbly pray for the well-being and progress of all.
ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ।
ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ନୂତନ ବର୍ଷ ସଭିଙ୍କ ନିମନ୍ତେ ଶୁଭମୟ ହେବା ସହିତ ସମସ୍ତଙ୍କ ଜୀବନକୁ ସୁଖ, ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ କରୁ ବୋଲି ମୋର କାମନା I
ଆମେ ନୟାଗଡ଼ିଆ, ନୟାଗଡ଼ ଆମର I
✨ Happy Odia New Year ✨
I had the privilege of attending the “Sattar Danda Melan” at Nabaghanpur Panchayat and receiving divine blessings. The devotion of the devotees was truly inspiring.
I prayed for the peace, prosperity, and well-being of the people of Nayagarh.
On this occasion, Hon’ble Puri MP Sambit Patra and several dedicated karyakartas were present, making the event even more meaningful.
We are Nayagarh’s people, and Nayagarh is ours.
ନବଘନପୁର ପଞ୍ଚାୟତରେ ଆୟୋଜିତ ସତର ଦଣ୍ଡ ମେଳଣ କାର୍ଯ୍ୟକ୍ରମରେ ଯୋଗଦେଇ ଭଗବାନଙ୍କ ଆଶୀର୍ବାଦ ଗ୍ରହଣ କରିବାର ସୁଯୋଗ ମିଳିଲା। ଏହି ପବିତ୍ର ଓ ଆଧ୍ୟାତ୍ମିକ ପରିବେଶରେ ଭକ୍ତମାନଙ୍କ ଭକ୍ତି ଓ ଆସ୍ଥା ଦେଖି ମନ ଆନନ୍ଦିତ ହେଲା। ସମସ୍ତଙ୍କ ଭଲପାଇବା ଓ ଆଶୀର୍ବାଦ ଆଗାମୀ ଦିନରେ ଆମକୁ ସମାଜ ସେବାରେ ଆଉ ଅଧିକ ପ୍ରେରଣା ଦେବ ବୋଲି ଆଶା କରୁଛି। ଏହି ଶୁଭ ଅବସରରେ ସମସ୍ତ ନୟାଗଡ଼ବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଲି। ଆଜିର ଏହି ଶୁଭ ସନ୍ଧ୍ୟାରେ ମୋ ସହ ପୁରୀ ସାଂସଦ ଶ୍ରୀ ସମ୍ବିତ ପାତ୍ର ଏବଂ ବହୁ କାର୍ଯ୍ୟକର୍ତ୍ତାବୃନ୍ଦ ଉପସ୍ଥିତ ଥିଲେ, ଯାହା ଏହି କାର୍ଯ୍ୟକ୍ରମକୁ ଆଉ ଅଧିକ ଗୌରବମୟ କରିଥିଲା।
ଆମେ ନୟାଗଡ଼ିଆ, ନୟାଗଡ଼ ଆମର I
BJP INDIABJP OdishaNarendra ModiNitin NabinMohan Charan MajhiManmohan SamalDr. Sambit PatraVijaypal Singh TomarPMO IndiaCMO Odisha
08/04/2026
On the occasion of Pandit Deendayal Upadhyaya Prashikshan Maha Abhiyan–2026, I attended the training camp at Gambhiridihi Kalyan under Lathipada Mandal.
Insightful discussions focused on strengthening the organization, empowering karyakartas, and taking our core values to the grassroots.
The camp inspired renewed energy and a strong resolve to serve society and expand the organization at the grassroots.
We are Nayagarh, and Nayagarh is ours.
ପଣ୍ଡିତ ଦୀନଦୟାଳ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬ ଅବସରରେ ଲାଠିପଡ଼ା ମଣ୍ଡଳର ଗମ୍ଭୀରିଡ଼ିହି କଲ୍ୟାଣ ଠାରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ଯୋଗଦେଲି। ଏହି ଶିବିରରେ ସଂଗଠନକୁ ଆହୁରି ସୁଦୃଢ଼ କରିବା, କାର୍ଯ୍ୟକର୍ତ୍ତାମାନଙ୍କର କ୍ଷମତା ବିକାଶ କରିବା ସହିତ ଦଳୀୟ ମୂଲ୍ୟବୋଧକୁ ଗ୍ରାମସ୍ତରରେ ପହଞ୍ଚାଇବା ଉପରେ ଗଭୀର ଓ ଫଳଦାୟକ ଆଲୋଚନା ହେଲା। ଏହି ପ୍ରଶିକ୍ଷଣ ଶିବିର ଆମକୁ ନୂତନ ଉତ୍ସାହ, ଶକ୍ତି ଓ ଦୃଢ଼ ସଙ୍କଳ୍ପ ସହ ଗ୍ରାମମୂଳରେ ସେବା ଓ ସଂଗଠନ ବିସ୍ତାର ପାଇଁ ପ୍ରେରିତ କରିଛି।
ଆମେ ନୟାଗଡ଼ିଆ, ନୟାଗଡ଼ ଆମର।
Bharatiya Janata Party (BJP)BJP OdishaNarendra ModiMohan Charan MajhiNitin NabinManmohan SamalVijaypal Singh TomarPMO IndiaCMO Odisha
Click here to claim your Sponsored Listing.
Category
Contact the public figure
Telephone
Address
Delhi