Sambit Nanda Memorial Foundation

Sambit Nanda Memorial Foundation

Share

Social work

18/02/2023

ପବିତ୍ର ଜାଗର ଯାତ୍ରା ଉପଲକ୍ଷେ କପିଳାସ ପୀଠ ରେ "ସମ୍ବିତ ନନ୍ଦ ମେମୋରିଆଲ ଫାଉଣ୍ଡେସନ"ତରଫରୁ ନିଃଶୁକ୍ଳ।ଆମ୍ବୁଲାନ୍ସ ସେବା ଓ ପାନୀୟ ଜଳ ବଣ୍ଟନ କେନ୍ଦ୍ର କୁ କୁନି ସମାଜ ସେବୀ ସ୍ବର୍ଗତ ସମ୍ବିତ ନନ୍ଦ ଙ୍କ ଏକ ମାତ୍ର ଝିଅ ସମୀକ୍ଷା ନନ୍ଦ ଙ୍କ ଦ୍ଵାରା ଶୁଭ ଉଦଘାଟନ କରାଗଲା ।

Photos from Sambit Nanda Memorial Foundation's post 23/12/2022

ବଡ଼ଦିନ ଓ ନୁଆ ବର୍ଷ ପିକନିକ ପାଇଁ ଯୋଗାଯାଗ କରନ୍ତୁ :
ସମ୍ବିତ ଇକୋ ଗାର୍ଡେନ, ନୂଆ ନାଗେନା, କପିଳାସ (ଛକ ଠାରୁ ୨କିମି ଦୂରତ୍ୱ) । ଶୀଘ୍ର ବୁକିଙ୍ଗ ପାଇଁ ଯୋଗା ଯୋଗ କରନ୍ତୁ ।
ଫୋନ ନମ୍ବର 7008876481/9778776007/9439820382 (ବିକାଶ)
ନିମ୍ନୋକ୍ତ ସୁବିଧା ଅଛି :
୧ - ପିକନିକ ପାଇଁ ପିଣ୍ଡି
୨- ବାଥ ରୁମ
୩- ବ୍ୟାଡ ମିଣ୍ଟନ ଟ୍ରାକ
୪- ପାର୍କିଂ ସୁବିଧା
୫- ପିଲାଙ୍କ ପାଇଁ ଦୋଳି
୬ - ପିକନିକ ପାଇଁ ୟୁଟେନସିଲ ଓ ଚେୟାର ।
୭- ମିଉଜିକ ସିଷ୍ଟମ
୮- କାଟରିଂ ସୁବିଧା (ଅତି କମ ରେ ୫୦ଜଣ ଗ୍ରୁପ ପାଇଁ )
୯- କ୍ୟାମ୍ପ ଫାୟାର
୧୦- ଗ୍ରୁପ ଇଭେଣ୍ଟ ପାଇଁ ଟେଣ୍ଟ କଟେଜ ଓ ମଣ୍ଡପ ।

12/12/2022

Formally started operation from 11.12.2022. For booking contact : 9778776007 / 9439820382

22/06/2022
19/06/2022

ସମ୍ବିତନନ୍ଦ ମେମୋରିଆଲ ଫାଉଣ୍ଡେସନ ର ସକ୍ରିୟ ସଦସ୍ୟା କୁମାରୀ ନେହ। ମିଶ୍ର (ତି ତି ଲି) ଙ୍କର ଯାଜପୁର ଜିଲ୍ଲା ଚ ଉ ସ ଠି ପଡ଼ା ର ରଶ୍ମିରଞ୍ଜନ ଙ୍କ ସହ ଶୁଭ ପରିଣୟ ୧୮.୦୬.୨୦୨୨ ରିଖ କପିଳାସ ସ୍ଥିତ ନିରୂପମା ହୋଟେଲ ପରିସର ରେ ଅନୁଷ୍ଠିତ ହେଲା। ତାଙ୍କର ବୈବାହିକ ଜୀବନ ସୁଖମୟ ହେଉ ଏହା ଆମର କାମନା।

Photos from Sambit Nanda Memorial Foundation's post 23/05/2022

Thanks to the reporters of Samaj/sambada/Dharitri daily news paper for their reporting.

Want your organization to be the top-listed Government Service in Dhenkanal?
Click here to claim your Sponsored Listing.

Category

Telephone

Website

Address


Biswanathpur, Po-Kapilash
Dhenkanal
759016