Debendra Kumar Das

Debendra Kumar Das

Share

I am always committed to improve values ​​to build a better society. My fight for the common people's will always continue.

26/11/2025

ମୋର ନିଜ ପଞ୍ଚାୟତ ଅଙ୍ଗାଳୋର ସମିତି ସଭ୍ୟା ସାନ ଭଉଣୀ ସ୍ଵପ୍ନାରାଣୀ ସେଠୀଙ୍କ ବିଭାଘର କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ।

31/10/2025

The four pillars of India's unity:

Cultural unity

Linguistic unity

Inclusive development

Connection of hearts through connectivity

: Hon’ble Prime Minister Shri Narendra Modi ji 🇮🇳

31/10/2025

ପବିତ୍ର ଅଁଳା ନବମୀ ଓ ଶ୍ରୀ ରାଧା ପାଦ ଦର୍ଶନ ଅବସରରେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଭଗବାନଙ୍କ ପ୍ରେମର ସ୍ୱରୂପ ମା'ରାଧାରାଣୀଙ୍କ ଦିବ୍ୟ କୃପା ଆପଣଙ୍କ ଜୀବନକୁ ଭକ୍ତି, ପ୍ରେମ ଓ ଶାନ୍ତିରେ ଭରିଦେଉ ।

#ଅଁଳାନବମୀ #ରାଧାପାଦଦର୍ଶନ

31/10/2025

ଏକ ଭାରତ, ଶ୍ରେଷ୍ଠ ଭାରତ!

ରାଷ୍ଟ୍ରୀୟ ଏକତା, ଅଖଣ୍ଡତା ଓ ପ୍ରଗତିର ଶିଳ୍ପକାର ତଥା ମହାନ ସ୍ୱାଧୀନତା ସଂଗ୍ରାମୀ, ନବଭାରତର ନିର୍ମାତା 'ଲୌହ ପୁରୁଷ' ଭାରତରତ୍ନ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜୀଙ୍କର ଜନ୍ମଜୟନ୍ତୀ ଅବସରରେ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।

ସର୍ଦ୍ଦାର ପଟେଲଙ୍କ ଦୃଢ ସଂକଳ୍ପ ଦ୍ଵାରା ୫୬୫ଟି ଗଡ଼ଜାତ ରାଜ୍ୟକୁ ସାମିଲ କରି ଏବଂ ୨୫,୦୦୦ ଉପଜାତିକୁ ଏକତ୍ରିତ କରି ଭାରତକୁ ଏକତାର ସୂତ୍ରରେ ବାନ୍ଧିବା ପାଇଁ ତାଙ୍କ ଭୂମିକା ସର୍ବଦା ଚିର ନମସ୍ୟ !

22/10/2025

କେନ୍ଦ୍ରୀୟ ଗୃହମନ୍ତ୍ରୀ ଶ୍ରୀ Amit Shah ଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ।

ଜନସେବା ପ୍ରତି ତାଙ୍କର ଉତ୍ସର୍ଗୀକୃତ ମନୋଭାବ ତଥା ପରିଶ୍ରମୀ ପ୍ରକୃତି ପାଇଁ ସେ ବହୁ ପ୍ରଶଂସିତ । ଭାରତର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥା କୁ ମଜବୁତ କରିବା ଏବଂ ପ୍ରତ୍ୟେକ ଭାରତୀୟ ନିରାପତ୍ତା ଓ ସମ୍ମାନର ସହ ଜୀବନଯାପନ ନିଶ୍ଚିତ କରିବାକୁ ତାଙ୍କ ଉଦ୍ୟମ ଅତ୍ୟନ୍ତ ପ୍ରଶଂସନୀୟ ।

ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ ପାଇଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି |

BJP OdishaBharatiya Janata Party (BJP)

Photos from Debendra Kumar Das's post 07/10/2025

ବରୀ ବ୍ଲକ ଅନ୍ତର୍ଗତ କନ୍ତିଆ ଗ୍ରାମର ଶୁକଦେବ ମହାଲା ଙ୍କ ପତ୍ନୀ ସ୍ବର୍ଗତ ସୌଦାମିନୀ ମହାଲା ଙ୍କୁ ନଦୀରେ କୁମ୍ଭୀର ଆକ୍ରମଣରୁ ନିଖୋଜ ଥିବା ଖବର ପାଇ ମୁଁ ଅତ୍ୟନ୍ତ ମର୍ମାହତ । ଆଜି ତାଙ୍କ ବାସଭବନରେ ପହଞ୍ଚି ଏହି ଦୁଃଖଦ ସମୟରେ ପରିବାର ବର୍ଗଙ୍କୁ ଶାନ୍ତ୍ବନା ଦେବା ସହ ମୋର ସମବେଦନା ଜଣାଇଲି ।

ଏଥିସହିତ ସରକାରୀ ସ୍ତରରେ ପ୍ରଶାସନ ପକ୍ଷରୁ ଆର୍ଥିକ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ପ୍ରଦାନ କଲି ।

Photos from Debendra Kumar Das's post 02/10/2025

ବରୀ ବ୍ଲକ ଅନ୍ତର୍ଗତ ଅଜାଣ ମଠର ଶତାୟୁ ପୁରୁଷ ବାବା ସ୍ବର୍ଗତ ବଳରାମ ଦାସଙ୍କ ଦେହତ୍ୟାଗ ଖବର ପାଇ ମୁଁ ଅତ୍ୟନ୍ତ ମର୍ମାହତ ।

ଆଜି ଅଜାଣ ମଠରେ ପହଞ୍ଚି ବାବା ବଳରାମ ଦାସଙ୍କ ଶେଷ ଦର୍ଶନ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କଲି । ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଛି କି ତାଙ୍କ ଅମର ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ।

ଓଁ ଶାନ୍ତି ।

Photos from Debendra Kumar Das's post 02/10/2025

ବରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମନ୍ଦାରୀ ପଞ୍ଚାୟତର ବିଷ୍ଣୁ ଚରଣ ସାହୁଙ୍କ ପୁଅ ବିଶ୍ବରଂଜନ ଙ୍କ ଅକାଳ ମୃତ୍ୟୁ ଖବର ପାଇ ମୁଁ ଅତ୍ୟନ୍ତ ମର୍ମାହତ।

ଆଜି ତାଙ୍କ ପରିବାର ନିକଟରେ ପହଞ୍ଚି ମୋର ସମବେଦନା ଜଣାଇବା ହେଲି । ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି କି ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ।

ଓଁ ଶାନ୍ତି ।

Photos from Sunanda Das's post 01/10/2025
Photos from Debendra Kumar Das's post 25/09/2025

ଆମ ଅଞ୍ଚଳର ଜଣେ ପ୍ରତିଷ୍ଠିତ ଓ ସମ୍ମାନୀୟ ମୁରବି, ଅବସରପ୍ରାପ୍ତ ଶିକ୍ଷକ ସ୍ବର୍ଗତ ରାଜ କିଶୋର କରଙ୍କ ଦେହାବସାନର ଦୁଃଖଦ ସମ୍ବାଦ ଶୁଣି ତାଙ୍କ ନିବାସରେ ପହଞ୍ଚି ସେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ବନା ଜଣାଇଲି ।

ଈଶ୍ୱର ତାଙ୍କ ଦିବଂଗତ ଆତ୍ମାର ସଦଗତି ପ୍ରଦାନ କରନ୍ତୁ ।

ଓଁ ଶାନ୍ତି |

Want your public figure to be the top-listed Public Figure in Jajpur?
Click here to claim your Sponsored Listing.

Category

Website

Address


Dihabaring , Angalo , Bari
Jajpur
755010