Yalla Venkateshwar Rao
Biju Janata Dal Senior Organizer, Social Activist, Truck Owners Association President , Rayagada
01/07/2024
ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ ସହ ଚିକିତ୍ସା ବିଜ୍ଞାନର ଉନ୍ନତି କ୍ଷେତ୍ରରେ ଡାକ୍ତରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇଁ ଶିକ୍ଷାବିତ, ସମାଜସେବୀ ଡ଼ଃ ବିଧାନ ଚନ୍ଦ୍ର ରାୟଙ୍କ ଅବଦାନ ଅବିସ୍ମରଣୀୟ। ଆଜି ତାଙ୍କ ଜନ୍ମ ଜୟନ୍ତୀ ଅବସରରେ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।
23/06/2024
ଅନ୍ତର୍ଜାତୀୟ ଅଲମ୍ପିକ ଦିବସରେ ଖେଳ ତଥା ଖେଳାଳୀଙ୍କ ପୃଷ୍ଠପୋଷକତା ପାଇଁ ସମର୍ପିତ ସମସ୍ତ ବ୍ୟକ୍ତିଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ପୂର୍ବକ ଅଲମ୍ପିକରେ ଅଂଶଗ୍ରହଣ କରି ଆମ ରାଜ୍ଯ ତଥା ଦେଶ ପାଇଁ ଗୌରବ ଅର୍ଜନ କରିଥିବା ସମସ୍ତ ଖେଳାଳୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି।
Naveen Patnaik
Biju Janata Dal Karmi Office Rayagada
22/06/2024
ପବିତ୍ର “ଦେବସ୍ନାନ ପୂର୍ଣ୍ଣିମା” ଉପଲକ୍ଷେ ବିଶ୍ୱର କୋଣ ଅନୁକୋଣରେ ଥିବା ମହାପ୍ରଭୁଙ୍କର ଅଗଣିତ ଭକ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁଙ୍କ ପାଖରେ ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କରୁଛି।
Naveen Patnaik
Click here to claim your Sponsored Listing.
Category
Contact the public figure
Address
Rayagada, Odisha
Rayagada