BJD Rayagada

BJD Rayagada

Share

Biju Janata Dal (BJD),named after the legendary former Chief Minister late Shri Biju Patnaik. Founded in 12 Dec, 1997.

31/08/2020

ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ଅବସରରେ ସଭାପତି ତଥା ମୁଖ୍ୟମନ୍ତ୍ରୀ Naveen Patnaik ବିଭିନ୍ନ ପରିମଳ ଭିତ୍ତିଭୂମି ଓ ସେବା ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିସହ ଲୋକଙ୍କୁ ଉନ୍ନତ ସେବା ଯୋଗାଇବା ପାଇଁ ଭିତ୍ତିରେ 'ସ୍ୱଚ୍ଛ ସହର ଓଡ଼ିଶା' ୱେବ ଆପ ଓ 'ଆମ ସହର' ମୋବାଇଲ ଆପର ଲୋକାର୍ପଣ ହୋଇଛି।

ରାଜ୍ୟରେ ସ୍ଥାପିତ ୧୦୦ଟି ମାଇକ୍ରୋ କମ୍ପୋଷ୍ଟିଙ୍ଗ ସେଣ୍ଟର, ୫୦ଟି ମ୍ୟାଟେରିଆଲ ରିକଭରି ଫ୍ୟାସିଲିଟି ସହ ଆରମ୍ଭ ହେବାକୁ ଥିବା ୫୧ଟି ସେପ୍ଟେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ପରିମଳ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ। ଏଥିସହ ରାଜ୍ୟରେ ବ୍ୟାପକ କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି କ୍ଷେତ୍ରରେ ଏହା ସହାୟକ ହେବ।

ମିଶନ ଶକ୍ତିର ମା'ମାନେ ରାଜ୍ୟ ପ୍ରଗତିର ସାରଥୀ ସାଜିଛନ୍ତି। ସେମାନଙ୍କୁ ଆହୁରି ସଶକ୍ତ କରିବା ପାଇଁ ଅନୁଗୋଳ, ବାଲେଶ୍ଵର, ଢ଼େଙ୍କାନାଳ, ରାଉରକେଲାରେ ସେପ୍ଟେଜ ଟ୍ରିଟମେଣ୍ଟ ପ୍ଳାଣ୍ଟ ଏବଂ ସେସପୁଲ ନିଷ୍କାସନ ଯାନର ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ଵ ଏସଏଚଜିମାନଙ୍କୁ ଦିଆଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ଦକ୍ଷନୀତି ସ୍ୱଚ୍ଛତା କ୍ଷେତ୍ରରେ ଓଡ଼ିଶାକୁ ଅଗ୍ରଣୀ ରାଜ୍ୟ କରିଛି। ଏହି ଅବସରରେ ରେ ପୁରସ୍କୃତ ହୋଇଥିବା ବ୍ରହ୍ମପୁର ମୁନିସିପାଲ କର୍ପୋରେସନ, ପାରାଦୀପ ମୁନିସିପାଲଟି, ଯୋଡା ମୁନିସିପାଲଟି, କୋଟପାଡ ଏନଏସି, ବଡ଼ବିଲ ମୁନିସିପାଲଟି, ବ୍ୟାସନଗର ମୁନିସିପାଲଟି, ଚୌଦ୍ବାର ମୁନିସିପାଲଟିକୁ ସମ୍ମାନିତ କରାଯାଇଛି।

Naveen Patnaik: Beacon of Love and Kindness | The News Room 31/08/2020

Naveen Patnaik: Beacon of Love and Kindness | The News Room Bhubaneswar: For Chief Minister Naveen Patnaik, the development and welfare of the youth has always been at the forefront. All the schemes and programs of the Government of Odisha have a tilt towards this. He has always been benevolent towards the cause of young generation and has been striving to m...

31/08/2020
Want your organization to be the top-listed Government Service in Rayagada?
Click here to claim your Sponsored Listing.

Address


Rayagada
765001