BJP Rourkela District

BJP Rourkela District

Share

Contact information, map and directions, contact form, opening hours, services, ratings, photos, videos and announcements from BJP Rourkela District, Digital creator, Jagda, Rourkela.

Photos from BJP Rourkela District's post 04/06/2026

Dt -୦୪,୦୬,୨୦୨୬ ଆଜି ସେକ୍ଟର -: ୦୨ , ଶେନାଇ ମଣ୍ଡପ ରେ ଆୟୋଜିତ ରଘୁନାଥପାଲି ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ ସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ ରେ ସାଙ୍ଗଠନିକ କାର୍ଯ୍ୟକ୍ରମ ଓ ଆଗାମୀ କାର୍ଯ୍ୟଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ Jual Oram , ରାଉରକେଲା ସାଙ୍ଗଠନିକ ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ Purnima Kerketta , ରଘୁନାଥପାଲି ବିଧାୟକ ଶ୍ରୀ Durga Tanti ଓ ରାଜ୍ୟ ମୁଖପାତ୍ର ଶ୍ରୀ Dhiren Senapaty ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକର୍ତ୍ତାମାନଙ୍କୁ ମାର୍ଗଦର୍ଶନ ଦେଲେ ।

04/06/2026

ଓଡ଼ିଶା ସରକାରଙ୍କ ଦୁଇବର୍ଷ ପୂର୍ତ୍ତୀ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
ଜନକଲ୍ୟାଣ, ସୁଶାସନ ଓ ଉନ୍ନତିର ପଥରେ ରାଜ୍ୟକୁ ଆଗେଇ ନେବାର ଏହି ଯାତ୍ରା ଆହୁରି ସଫଳ ହେଉ। ସମୃଦ୍ଧ, ସଶକ୍ତ ଓ ବିକଶିତ ଓଡ଼ିଶା ଗଠନରେ ଏହି ପ୍ରୟାସ ନୂତନ ଦିଗନ୍ତ ସୃଷ୍ଟି କରୁ।

ଲୋକଙ୍କ ସରକାରର ଦୁଇବର୍ଷ ପୂର୍ତ୍ତୀ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କୁ ଅନେକ ଅନେକ ଶୁଭେଚ୍ଛା। ମହାପ୍ରଭୁ ଜଗନ୍ନାଥ ସର୍ବଦା ଆପଣଙ୍କୁ ଶକ୍ତି ପ୍ରଦାନ କରନ୍ତୁ ନିଜକୁ ସେବା କାର୍ଯ୍ୟରେ ନିୟୋଜିତ କରିବା ପାଇଁ. I




Narendra Modi PMO India Manmohan Samal CMO Odisha BJP Odisha Manas Mohanty Purnima Kerketta

02/06/2026

ଶାନ୍ତି, ସୁରକ୍ଷା ଓ ନ୍ୟାୟ ଏହି ତିନୋଟି ସ୍ତମ୍ଭ ଉପରେ ଗଢ଼ି ଉଠେ ଏକ ସଶକୁ ସମାଜ । ଲୋକଙ୍କ ସରକାରରେ ଲୋକଙ୍କ ସୁରକ୍ଷାକୁ ମିଳୁଛି ସର୍ବୋଚ୍ଚ ପ୍ରାଥମିକତା । ଅପରାଧୀ ଯେତେ ଧୂର୍ଷ ହେଉନା କାହିଁକି କିନ୍ତୁ ଆଇନଠାରୁ ଊର୍ଦ୍ଧ୍ବରେ କେହି ନୁହଁନ୍ତି । ଓଡ଼ିଶାରେ ମାତ୍ର ୨୧ ଦିନ ମଧ୍ୟରେ ୯ ଜଣ କୁଖ୍ୟାତ ଅପରାଧୀଙ୍କୁ ହୋଇଛି ଏନକାଉଣ୍ଟର ।

Photos from BJYM Rourkela District's post 01/06/2026

BJYM Rourkela District
Abhinash Brahma

Want your business to be the top-listed Media Company in Rourkela?
Click here to claim your Sponsored Listing.

Category

Address


Jagda
Rourkela
769042