Rourkela One
ଗଠନ ମୂଳକ ଆଲୋଚନା କରି ରାଉରକେଲା ଉନ୍ନତି ରେ ସହଭାଗିତା କରିବା ହେଉଛି ଆମର ମୂଳ ଲକ୍ଷ୍ୟ ।
25/05/2026
ଆଜି ଅପରାହ୍ନରେ ରାଉରକେଲା ସହରର ସେକ୍ଟର ଅଞ୍ଚଳରେ କାଳ ସାଜିଲା କାଳ ବୈଶାଖୀ । ଆମ୍ବାଗାନ ଠାରୁ ଆରମ୍ଭ କରି ସେକ୍ଟର 2 ପର୍ଯ୍ୟନ୍ତ 200ରୁ ଉର୍ଦ୍ଧ୍ବ ଗଛ ଭାଙ୍ଗି ରାସ୍ତା ଜାମ୍ ହୋଇଥିବା ବେଳେ 100ରୁ ଉର୍ଦ୍ଧ୍ୱ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ । ପ୍ରଶାସନ ପହଞ୍ଚିବା ପୂର୍ବରୁ କିଛି ସମାଜସେବୀ ପହଞ୍ଚି ଭାଙ୍ଗିଯାଇଥିବା ଗଛକୁ କାଟି ରାସ୍ତାକୁ ସଫା କରିଛନ୍ତି ।
Want your business to be the top-listed Media Company in Rourkela?
Click here to claim your Sponsored Listing.
Click here to claim your Sponsored Listing.
Category
Contact the business
Website
Address
Chhend
Rourkela
769015