BJYM Rourkela District

BJYM Rourkela District

Share

Official Handle Off - Bharatiya Janata Yuba Morcha Rourkela - The Youth Wings of - BJYM Rourkela District

Photos from BJYM Rourkela District's post 11/06/2026

ରାଉରକେଲା ସାଙ୍ଗଠନିକ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି Abhinash Brahma ଙ୍କ ନେତୃତ୍ବରେ ରାଉରକେଲା ଜିଲ୍ଲା ଅନ୍ତର୍ଗତ ବଣାଇଁ ନିର୍ବାଚନ ମଣ୍ଡଳୀ ର #ସର୍ଶର୍ଶରା_ମଣ୍ଡଳ ପ୍ରବାସ ହୋଇଥିଲା । ଏହି ଅବସରରେ ମଣ୍ଡଳ ର ସମସ୍ତ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ।

Narendra Modi Nitin Nabin Manmohan Samal Mohan Charan Majhi Jual Oram Tejasvi Surya
Avilash Panda Purnima Kerketta
BJYM Odisha BJP Odisha BJYM Rourkela District BJP Rourkela District

11/06/2026

ଗରିବ କଲ୍ୟାଣ ହିଁ ମୋଦୀ ସରକାରଙ୍କ ସବୁଠାରୁ ବଡ଼ ସଂକଳ୍ପ ।
୧୨ ବର୍ଷର ସେବା ଓ ସୁଶାସନ ।

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀଙ୍କ ନେତୃତ୍ୱରେ ଦେଶର ଗରିବ, ବଞ୍ଚିତ ଓ ମଧ୍ୟବିତ୍ତ ପରିବାରଙ୍କ ଜୀବନଧାରଣରେ ଆସିଛି ଅପୂର୍ବ ପରିବର୍ତ୍ତନ । ରାସନଠାରୁ ଆରମ୍ଭ କରି ବାସଗୃହ, ସ୍ୱାସ୍ଥ୍ୟ ସେବା, ପାନୀୟ ଜଳ ଏବଂ ସାମାଜିକ ସୁରକ୍ଷା ପର୍ଯ୍ୟନ୍ତ ସବୁଠି ପହଞ୍ଚିଛି ପାରିଛି ସରକାରଙ୍କ ସେବା ।

ଏହା କେବଳ ପରିସଂଖ୍ୟାନ ନୁହେଁ, ବରଂ ଦେଶର କୋଟି କୋଟି ଜନତାଙ୍କ ମୁହଁରେ ହସ ଫୁଟାଇବାର ଏକ ସଫଳ ଏବଂ ଐତିହାସିକ ଗାଥା । ସେବା, ସୁଶାସନ ଓ ଗରିବ କଲ୍ୟାଣର ଏହି ଯାତ୍ରା ନିରନ୍ତର ଜାରି ରହିବ ।

Photos from BJYM Rourkela District's post 11/06/2026

ରାଉରକେଲା ସାଙ୍ଗଠନିକ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି Abhinash Brahma ଙ୍କ ନେତୃତ୍ବରେ ରାଉରକେଲା ଜିଲ୍ଲା ଅନ୍ତର୍ଗତ ରଘୁନାଥପାଲି ନିର୍ବାଚନ ମଣ୍ଡଳୀ ର #ନିରମଲମୁଣ୍ଡ_ମଣ୍ଡଳ ପ୍ରବାସ ହୋଇଥିଲା । ଏହି ଅବସରରେ ଯୁବ ମୋର୍ଚ୍ଚା ମଣ୍ଡଳ ସଭାପତି ସହ ମଣ୍ଡଳ ର ସମସ୍ତ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ। ଏବଂ େଡ଼_ମାଁ_କେ_ନାମ ରେ ସମସ୍ତ ଯୁବ କାର୍ଯ୍ୟକର୍ତ୍ତା ମାନେ ମିଶି ବୃକ୍ଷ ରୋପଣ କରାଯାଇଥିଲା।

Narendra Modi Nitin Nabin Tejasvi Surya Mohan Charan Majhi Manmohan Samal Jual Oram Avilash Panda Purnima Kerketta tanti
BJYM Odisha BJP Odisha BJYM Rourkela District BJP Rourkela District

10/06/2026

Happy Birthday to Our Great Dynamic Youth Leader Subhrajeet Dash Bhai

10/06/2026

ବିଜେପି ରାଉରକେଲା ସାଙ୍ଗଠନିକ ଜିଲ୍ଲା ର ଜନପ୍ରିୟ ସଭାନେତ୍ରୀ ତଥା ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦିକା......…
ଶ୍ରୀମତୀ - Purnima Kerketta ଅପା ଙ୍କୁ ଜନ୍ମ ଦିବସ ର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ।

Photos from BJYM Odisha's post 05/06/2026
05/06/2026

" ଜନସେବା ହିଁ ମୋର ପ୍ରେରଣା, ଜନବିଶ୍ୱାସ ହିଁ ମୋର ଶକ୍ତି "

ଜନସାଧାରଣଙ୍କ ବିଶ୍ୱାସ ଓ ଆଶୀର୍ବାଦକୁ ପାଥେୟ କରି ଗତ ଦୁଇ ବର୍ଷ ଧରି ଲୋକଙ୍କ ସୁଖ-ଦୁଃଖର ସାଥୀ ହୋଇ କାର୍ଯ୍ୟ କରିବାର ସୁଯୋଗ ପାଇଛି। ବିକାଶ, ଜନକଲ୍ୟାଣ ଓ ଅଞ୍ଚଳର ସାମଗ୍ରିକ ଉନ୍ନତି ପାଇଁ ମୋର ନିରନ୍ତର ପ୍ରୟାସ ଜାରି ରହିଛି।

ଏହି ଦୁଇ ବର୍ଷର ଯାତ୍ରା କେବଳ ଏକ ସମୟ ନୁହେଁ, ବରଂ ଜନସେବା ପ୍ରତି ଅତୁଟ ପ୍ରତିବଦ୍ଧତାର ଏକ ସଶକ୍ତ ପ୍ରତିଫଳନ। ଆଗାମୀ ଦିନରେ ମଧ୍ୟ ତଳସରା ବାସୀଙ୍କ ଆଶା ଓ ଆକାଂକ୍ଷା ପୂରଣ ଦିଗରେ ସମାନ ନିଷ୍ଠା ଓ ଉତ୍ସର୍ଗ ଭାବନା ସହ କାର୍ଯ୍ୟ କରିବାକୁ ସଂକଳ୍ପବଦ୍ଧ।

Photos from BJP Rourkela District's post 05/06/2026
05/06/2026

ଓଡ଼ିଶାର ଦେବତୁଲ୍ୟ କାର୍ଯ୍ୟକର୍ତ୍ତା ଓ ଜନତା ଜନାର୍ଦ୍ଦନଙ୍କ ବିଶ୍ବାସର ମୋହରକୁ ଦୁଇବର୍ଷ ପୂର୍ତ୍ତି

ବିକାଶ ଆଉ ସ୍ବପ୍ନ ନୁହେଁ, ବିକାଶ ଏବେ ଓଡ଼ିଶାର ଅଭିଜ୍ଞତା ପାଲଟିଛି

Want your organization to be the top-listed Government Service in Rourkela?
Click here to claim your Sponsored Listing.

Address


Rourkela
769005