OdiaWriter

OdiaWriter

Share

Contact information, map and directions, contact form, opening hours, services, ratings, photos, videos and announcements from OdiaWriter, Arts and entertainment, Udit agar, Rourkela.

22/03/2026

ଯଦି ତମ ଭିତରେ ବର୍ତ୍ତମାନ ସହିତ
ଲଢ଼ିବାର କ୍ଷମତା ଅଛି ....
ତାହାହେଲେ ନିଶ୍ଚୟ ତମର
ଭବିଷ୍ୟତ ସୁନ୍ଦରମୟ ହେବାରେ ଲାଗିବ ।

21/03/2026

ସବୁ କିଛି ଦୁନିଆକୁ କହିବା ଜରୁରୀ ନୁହେଁ,
ବୁଲ, ପଢ଼, ପରିଶ୍ରମ କର ଆଉ ସ୍ବପ୍ନ ପୁରା କର ।
ଅନ୍ୟ ପାଇଁ ନୁହେଁ ନିଜ ପାଇଁ ଭି ବଞ୍ଚ ।

19/03/2026

ସମସ୍ତେ ଅଣଦେଖା କରନ୍ତି ତମକୁ
ଆରେ ତମର କୌଣସି ମନ ଭି ଅଛି ?
ତୁମେ ଡର ସମସ୍ତଙ୍କୁ ହରେଇବାକୁ , ତୁମେ
ହଜିଯାଇଛ କାହାକୁ ଧ୍ୟାନ ଭି ଅଛି ?

16/03/2026

ଆଜି ଯାଏ ଗରିବର କୁଟିଆରେ ମଦ
ପହଞ୍ଚାଇବା ବାଲା କେବେ ଗରିବର କୁଟିଆରେ
ଶିକ୍ଷା ପହଞ୍ଚାଇବାକୁ ଚେଷ୍ଟା କରି ନାହିଁ ।

16/03/2026

ଗୋଟେ ସାଧାରଣ ଘର କିମ୍ବା ଜିନିଷ
ଅସାଧାରଣ କଥା କହିବାର କଳା ରଖିଥାଏ ।

Want your establishment to be the top-listed Arts & Entertainment in Rourkela?
Click here to claim your Sponsored Listing.

Website

Address


Udit Agar
Rourkela
769012